ଖାଉଟି ସମବାୟ କଲ୍ୟାଣ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍) : ଦିନିକିଆ ବ୍ରହ୍ମପୁର ଗ୍ରସ୍ତରେ ଆସିଛନ୍ତି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଗୁରୁବାର ବ୍ରହ୍ମପୁର ସ୍ପେଶାଲ ସର୍କିଟ ହାଉସ ଠାରେ ମନ୍ତ୍ରୀଙ୍କ ସାକ୍ଷାତ କରି ଆସିକା କେନ୍ଦ୍ର ବହୁମୁଖି ସମବାୟ ସମିତି ସଭାପତି ଅଲେଖ ଚୈାଧୁରୀ , କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ ମିନାକ୍ଷୀ ନନ୍ଦ ,ବରିଷ୍ଠ ସମବାୟ ବିତ୍ ସୁଧିର କୁମାର ରାଉତ,ଆସିକା ବହୁମୁଖି କେନ୍ଦ୍ର ସମବାୟ ସମିତି ସଭାପତି ସୂର୍ଯ୍ୟକାନ୍ତ ପରିଡା, ବ୍ରହ୍ମପୁର ଆଂଚଳିକ ବାଣିଜ୍ୟ ସମବାୟ ସମିତି ,ସଭାପତି ସୁରେଶ ଚନ୍ଦ୍ର ସାହୁ,ବ୍ରହ୍ମପୁର ପାଇକାରୀ ସମବାୟ ଭଣ୍ଡାର ନିର୍ଦ୍ଦେଶକ,ରାଜ୍ୟ ପ୍ରାଥମିକ ସେବା ସମବାୟ ସମିତି ସଂପାଦକ ସଂଘ ସଭାପତି ସିତାରାମ ପ୍ରଧାନ,ସମେତ ବହୁ ସମବାୟ ପ୍ରେମୀ , ଜିଲ୍ଲା ବିଭାଗର ଅଫିସର ଯୋଗ ଦେଇ୍ଥିଲେ ।


