ପାଟପୁର ପୋଲିସ ର ଅତର୍କିତ ଜୁଆ ଆଡ୍ଡା ଚଢାଉ ୪ ଗିରଫ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ପୋଲିସ ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ଏରେଣ୍ଡ୍ରl ପଞ୍ଚାୟତ ର ଏରେଣ୍ଡ୍ରl ଗ୍ରାମର ଜୁଆ ଆଡ୍ଡା ଉପରେ ଚଢାଉ କରି ୭୬୨୦ ଟଙ୍କା ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି l ସୂଚନା ଯୋଗ୍ୟ ପାଟପୁର ପୋଲିସ ଗୁରୁବାର ସନ୍ଧ୍ୟା ରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ବିଶେଷ ସୁତ୍ର ରୁ ଖବର ପାଇ ଏରେଣ୍ଡ୍ରl ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୪ ଜଣ ଯୁଆଡି କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୭୬୨୦ ଟଙ୍କା ସହ ଗୋଟାଏ ମୋବାଇଲ ଏବଂ ଦୁଇ ମୁଠା ତାସ ଜବତ କରିଥିବା ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁ ସୂଚନା ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ