ଜଗନ୍ନାଥ ମନ୍ଦିରରେ ମାନସ ପ୍ରବଚନ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ବ୍ରହ୍ମପୁର ଜଗନ୍ନାଥ ମନ୍ଦିରସ୍ଥିତ ଗୋଷାଣୀନୂଆଗାଁ ସ୍ଥିତ ଦିବ୍ୟଜୀବନ ସଂଘ ପକ୍ଷରୁ ଭକ୍ତମାନଙ୍କ ଦ୍ୱାରା ସୁନ୍ଦରାକାଣ୍ଡ ପାରାୟଣ ଭଜନ କୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି । ଏହା ପରେ ଭଜନ କୀର୍ତ୍ତନ , ପରେ ବକ୍ତା ଶ୍ରୀ ରଙ୍ଗନାଥ ସାହୁ , ମାନସ ଉତ୍ତରାକାଣ୍ଡର କାକ ଭୁଷଣ୍ଡି ଚରିତ୍ର ବିଶଦ ଭାବରେ ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୦୮ ଆରତୀ ଶ୍ପ୍ରସାଦ ସେବନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସହଦେବ ପାତ୍ର , ଉମାଶଙ୍କର ଦାସ , ବସନ୍ତ ରଙ୍କକ୍ସକ୍ଟ , ରାଜାରାମ ପ୍ରଧାନ , ସମେତ ବହୁ ଭକ୍ତ ସହେଯାଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ