ଜଗନ୍ନାଥ ମନ୍ଦିରରେ ଏକାଦଶୀ ଉତ୍ସବ ପାଳିତ
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ବ୍ରହ୍ମପୁର ବିଜିପୁରଠାରେ ସକାଳ ୭ଘଣ୍ଟାରେ ସ୍ଥାନୀୟ ବିଜିପୁର ଜଗନ୍ନାଥ ମନ୍ଦିରରେ ସଫଳା ଏକାଦଶୀ ଉପଲକ୍ଷେ ଭକ୍ତମାନଙ୍କ ଦ୍ୱାରା ଭଜନ କୀର୍ତ୍ତନ ବିଷ୍ଣୁ ସହସ୍ରନାମ ପାଠ ପରେ ଠାକୁରଙ୍କ ୧୦୮ ତୁଳସୀ ଅର୍ପଣ କରାଯାଇଥିଲା । ପରେ ଠାକୁରଙ୍କୁ ୧୦୮ ତୁଳସୀ ଅର୍ପଣ କରାଯାଇ ଥିଲା । ସୁନ୍ଦରପୁର ନା ମଣ୍ଡଳୀ ଦ୍ୱାରା କାର୍ଯ୍ୟକ୍ରମରେ ମାରୁତୀ ସତସଙ୍ଗ ସଭାପତି ସହଦେବ ପାତ୍ର ଉମାଶଙ୍କର ଦାସ , ରାଜାରାମ ପ୍ରଧାନ , ମାଧବ ଜେନା , ନବୀନ ଶତପଥୀଙ୍କ ସମେତ ବହୁ ଭକ୍ତ ଉପସ୍ଥିତ ଥିଲେ ।


