ଓଏଚପିସି ନିଖୋଜ ଘଟଣାରେ ତଦନ୍ତ ଦାବୀ

କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ) : କଳାହାଣ୍ଡି ନିଖୋଜର ୫ଦିନ ବିତିଯାଇଥିଲେ ସୁଦ୍ଧା ଓଏଚପିସି ମୁଖିଗୁଡା ଜିଏମ ନାରାୟଣ ପ୍ରସାଦ ମେହେରଙ୍କ କୌଣସି ସୁଚନା ନାହିଁ । ସୁଚନାନୁସାରେ , ନିଖୋଜ ଜିଏମଙ୍କ ପରିବାର କଳାହାଣ୍ଡି ହୋଇଥିବାବେଳେ ପରିବାରଲୋକେ ଏସିପିଙ୍କ ଦ୍ୱାରସ୍ଥ୍ୟ ହୋଇଥିଲେ । ପରିବାରଲୋକେ ଭବାନୀପାଟଣାର କାର୍ଯ୍ୟାଳୟରେ ଏସପି ବାତୁଲା ଗଗାଂଧରଙ୍କୁ ଭେଟି ତଦନ୍ତ ତ୍ୱରାନ୍ୱିତ କରିବାକୁ ଦାବି କରିଥିବାବେଳେ ପୋଲିସ ଦ୍ଵାରା ମୋବାଇଲ ଟ୍ରେସିଗଂ ହୋଇପାରି ନ ଥିବାରୁ ତଦନ୍ତକୁ ନେଇ ପରିବାର ପ୍ରଶ୍ନ ଉଠାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ