ଗଞ୍ଜାମରେ କେନ୍ଦ୍ର ମନ୍ତ୍ରୀଙ୍କୁ ବିଜେପି ତରଫରୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ , (ଯୁଗାବ୍ଦ ନ୍ୟୁଜ) : ଗଞ୍ଜମ ସହର ଠାରେ କେନ୍ଦ୍ର ପେଟ୍ରୋଲ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ବିଜେପି ତରଫରୁ ଭାବ୍ୟସମ୍ବର୍ଦ୍ଧନା ଦିଆଯାଇଛି। ବ୍ରହ୍ମପୁର ଗ୍ରସ୍ତରେ ଯାଉଥିବା ସମୟରେ ଗଞ୍ଜାମ ଠାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସହ ରାଜ୍ୟବରିଷ୍ଠ ଯୁବ ନେତା ଭୃଗୁବକ୍ସଷି ପାତ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଗଞ୍ଜାମ ନଗର ସଭାପତି ସୁଦାମ ଜେନା, ବରିଷ୍ଠ ନେତା କାନ୍ତରୀ ଦଳେଇ, ପୁର୍ବତନ କାଉନସିଲର ରଞ୍ଜନ କୁମାର ବେହେରା, ଡିକେରାଓ, ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଯୁବନେତା ମନୋଜ କୁମାର ପଣ୍ଡା, ଗୁରୁଚରଣ ରାଉଳ, ମନରଞ୍ଜନ ସାହୁ, ପ୍ରକାଶ ଚନ୍ଦ୍ର ମହାଙ୍ଗୁଡ଼, ଭଗବାନ ପ୍ରଧାନ, ଅକ୍ଷୟ କୁମାର ପ୍ରଧାନ, ସଂକୁତରାଇ ପ୍ରମୁଖ ସମେତ ବହୁ କର୍ମି ଉପସ୍ଥିତ ଥିଲେ । ସେହିପରି ହୁମ୍ମା, ରମ୍ଭା ଠାରେବି ସମ୍ବର୍ଦ୍ଧନା ଦିଆ ଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ