ସମ୍ବଲପୁର ଲୋକସଭା ଓ ୯ଟି ବିଧାନସଭା ଆସନ ପାଇଁ କଂଗ୍ରେସର ପାର୍ଥୀ ଘୋଷଣା
ସମ୍ବଲପୁର ଲୋକସଭା ଆସନ ଏବଂ ୯ଟି ବିଧାନସଭା ଆସନ ପାଇଁ ଆଇସିସି ପକ୍ଷରୁ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ସମ୍ବଲପୁର ଲୋକସଭା ଆସନ ପାଇଁ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନାମ ଘୋଷଣା କରାଯାଇଛି। ସେହିପରି ସମ୍ବଲପୁର ବିଧାନସଭା ଆସନ ପାଇଁ ଡକ୍ଟର ଅଶ୍ବିନୀ ପୂଜାରୀଙ୍କୁ ପ୍ରର୍ଥୀ କରାଯାଇଛି।
ଲୋକସଭା
ସମ୍ବଲପୁର- ଶରତ ପଟ୍ଟନାୟକ
ବିଧାନସଭା
ସମ୍ବଲପୁର- ଡାକ୍ତର ଅଶ୍ୱିନୀ ପୂଜାହାରୀ
ଘସିପୁରା- ନିରଞ୍ଜନ ପଟ୍ଟନାୟକ
କଟକ ଚୌଦ୍ୱାର- ଜଗଦୀଶ ମହାନ୍ତି
କଟକ ସଦର- ଅଭିଷେକ ମହାନନ୍ଦ
ଜୟଦେବ- ସୁକାନ୍ତ ତିଆଡ଼ି ଭୋଇ
ଭୁବନେଶ୍ୱର ମଧ୍ୟ- ରାଜୀବ ପଟ୍ଟନାୟକ
ଭୁବନେଶ୍ୱର ଉତ୍ତର- ଇତୀଶ ପ୍ରଧାନ
ବେଗୁନିଆ- ପ୍ରଦୀପ ସାହୁ
ଚିଲିକା- ପ୍ରଦୀପ ସ୍ୱାଇଁ