ଅଟଳ ଜଳ ଯୋଜନାକୁ ୬ ହଜାର କୋଟି ମଂଜୁୂର

ନୂଆଦିଲ୍ଲୀ : କେନ୍ଦ୍ର ସରକାର ପୂର୍ବତନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ୨ ଟି ଗୁରୁତ୍ୱ ପୂର୍ଣ୍ଣ ଯୋଜନାର କାର୍ଯ୍ୟକାରୀ କରିଛନ୍ତି ।ଏଥିଲାଗି ୬ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଉଛି । ମଙ୍ଗଳବାର ବସିଥିବା ନରେନ୍ଦ୍ର ମୋଦିଙ୍କ ଅଧକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ହୋଇଥିବା ନିଷ୍ପତ୍ତିକୁ ଅନୁମୋଦନ ମିଳିଛି । ଏହି ଯୋଜନା ମାଧ୍ୟମରେ ୬ ଟି ରାଜ୍ୟ ଉପକୃତ ହୋଇପାରିବେ । ସରକାରଙ୍କ ତରଫରୁ କୃଷକଙ୍କ ଆୟ ଦୁଇ ଗୁଣ କରିବା ଲକ୍ଷ୍ୟରେ କରାଯାଇଛି । ଏହି ରାଜ୍ୟ ଗୁଡିକ ମଧ୍ୟରେ ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ଗୁଜୁରାଟ, ହରିୟାଣା , ମହାରାଷ୍ଟ୍ର,ଏବଂ ରାଜସ୍ଥାନ ଆଦି ସାମିଲ କରାଯାଇଛି । ସେହିଭଳି ୬ ଟି ରାଜ୍ୟରେ ୮,୩୫୦ ଟି ଗାଁକୁ ମିଳିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ