ରାତି ପାହିଲେ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା

ଢେଙ୍କାନାଳ, (ତାପସଦାସ):ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକର ଯୋରନ୍ଦା ପଞ୍ଚାୟତ ରେ ହେଉଛି ମହିମା ମେଳା ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘ ମାସ ରେ ପାଳିତ ହୋଇଥାଏ ଓଡିଶା ର ଶେଷ୍ଠ ଧର୍ମ ସନାତନ ଧର୍ମ କୁ ଅସ୍ଥିରତା ସହ ପାଳନ ହେଉଛି ଏହି ଧର୍ମ ସବୁ ବର୍ଷ ଭଳି ଏ ବର୍ଷ ପୋଲିସ ପ୍ରୋଟେକ୍ସନ ସହ ନିୟମିତ ଭାବେ ପାଳନ ହେଉଛି, ଆସନ୍ତା କାଲି ରାତି ପାହିଲେ କାଲି ଚତୃରଦସୀ ଝାଡ଼ ଦୀପ ରେ ଭରିପୂର୍ଣ୍ଣ ଯୋରନ୍ଦା ମେଳା ପାଳନ ପାଇଁ ପ୍ରସ୍ତୁତ ଯୋରନ୍ଦା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ