ଜିଲ୍ଲା ସିଭିଲ କୋର୍ଟ ପରିସରରେ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ

ଢେଙ୍କାନାଳ, (ତାପସଦାସ):ଢେ଼ଙ୍କାନାଳ ସଦର ଢେ଼ଙ୍କାନାଳ ସହର ସ୍ଥିତ ଜିଲ୍ଲା ସିଭିଲ କୋର୍ଟ ପରିସରରେ ଶନିବାର ପୂର୍ବାହ୍ନ ୧୧ଟା ସମୟରେ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଟିତ ହୋଇଯାଇଛି । ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଦ୍ଵାରା ଏହାକୁ ଆୟୋଜନ କରାଯାଇଥିଲା । ବିଭିନ୍ନ ସ୍ଥାନରୁ ବିଭିନ୍ନ ଅଭିଯୋଗ ନେଇ ଏଠାରେ ଉପସ୍ଥିତ ଥିବା ଲୋକମାନଙ୍କୁ ବା ଅଭିଯୋଗକାରି ମାନଙ୍କୁ ଏଠାରେ ସୁବିଚାର କରାଯାଇଥିଲା । ଏବଂ ବ୍ୟାଙ୍କ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଘଟଣା ଦୁର୍ଘଟଣା ବିଷୟରେ ଆଲୋଚନା କରାଯାଇଥିଲା । ସେମାନଙ୍କର ପ୍ରାପ୍ୟ ସମାଧାନ କରାଯାଇ ଏଠାରେ ଦିଆଯାଇ ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ