ବେଆଇନ ଦେଶୀ ମଦ ଜବତ ଦୁଇ ଗିରଫ

ବେତନଟୀ, (ଉଦିତ କୁମାର ପରିଡା): ବେତନଟୀ ଅବକାରୀ ବିଭାଗ ପକ୍ଷରୁ ବୁଧବାର ବେଆଇନ ଦେଶୀ ମଦ ଜବତ କରାଯାଇ ଦୁଇ ଜଣକୁ ଗିରଫକରାଯାଇଛି। ଗିରଫ ଅଭିଯୁକ୍ତ ଦୁଇଜଣ ହେଲେ ବଡ଼ସାହି କେନ୍ଦୁଡିହା ଅଞ୍ଚଳର ମହେନ୍ଦ୍ର ବେହେରା ଓ ଅନ୍ୟଜଣେ ବଡ଼ସାହି ଚକ୍ରଧରପୁର ଅଞ୍ଚଳର ପଙ୍କଜ ବେହେରା। ଦୁହିଁକୁ ନିକଟରୁ ମୋଟ ୪୦ଲିଟର ଦେଶୀ ମଦ, ୫ଲିଟର ବିୟର ମଦ ଓ ୩୫୦ଲିଟର ଫମ ୱାସ କୁ ଜବତ କରାଯାଇଛି। ଗିରଫ ପରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ