ଦିଗପହଣ୍ଡିରେ ’ଏକ ଦିନ, ଏକ ଘଣ୍ଟା, ଏକ ସାଥ୍’ କାର୍ଯ୍ୟକ୍ରମ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ଏନଏସି କାର୍ଯ୍ୟାଳୟ ପକ୍ଷରୁ ଗୁରୁବାର  ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍ବଚ୍ଛତା ହିଁ ସେବା ଯୋଜନା ଆନୁକୂଲ୍ୟରେ ” ଏକ ଦିନ , ଏକ ଘଣ୍ଟା , ଏକ ସାଥ୍ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା , କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର , ଉପାଧ୍ୟକ୍ଷା ପ୍ରତିନିଧି କେ . କୁନା , କାଉନସିଲର ସୁଶାନ୍ତ କୁମାର ପାତ୍ର ଙ୍କ ସମେତ ସମସ୍ତ କର୍ମଚାରୀ ଏବଂ ସ୍ଥାନୀୟ ଖେମୁଣ୍ଡି କଲେଜ ର ବହୁ ସଂଖ୍ୟକ ଛାତ୍ରୀଛାତ୍ର  ଅଂଶଗ୍ରହଣ କରି ସହରର ବିଭିନ୍ନ ସ୍ଥାନରେ ସ୍ବଚ୍ଛ ସର୍ବେକ୍ଷଣ ଜରିଆରେ ସାମୂହିକ ସଫେଇ କରିଥିଲେ । ଏଥିରେ ଏନଏସି ର ସମସ୍ତ ସଫେଇ କର୍ମଚାରୀ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ