ନୂତନ ବିଇଓଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଶିକ୍ଷାଧିକାରୀ ଭାବେ ଦିଲ୍ଲୀପ୍ କୁମାର ବଡପଣ୍ଡା କାର‌୍ୟ୍ୟାଳୟରେ ଯୋଗ ଦେବା ପରେ ବୁଧବାର ବ୍ଲକ ମିଳିତ ଶିକ୍ଷକ ଗୋଷ୍ଠୀର ସଦସ୍ୟମାନେ ଭେଟି ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି। ଏହି କାର‌୍ୟ୍ୟକ୍ରମରେ ଶିକ୍ଷକ ସାରଦା ପ୍ରସନ ଓଝା, ଅକ୍ଷୟ କୁମାର ମହାନ୍ତି,ଶରତ ଚନ୍ଦ୍ର ରାଉତ,ପ୍ରଦୀପ କୁମାର ସ୍ଵାଇଁ,ପ୍ରବୋଧ କୁମାର ମହାନ୍ତି,ତପନ କୁମାର ପ୍ରଧାନ,ଜ୍ୟୋତି ରଞନ ସାହୁ,ଅଶୋକ କୁମାର ଦାସ,ବିଶ୍ଵରଞନ ରାଉତ,ଆଶୁତୋଷ ପାଢ଼ୀ,ରଶ୍ମିରଞ୍ଜନ ମଲ୍ଲିକ,ଦୁଃଶାସନ ଦିକ୍ଷିତ,ଶ୍ୟାମସୁନ୍ଦର ସିଂ, ରୁଦ୍ରପ୍ରସାଦ ସ୍ଵାଇଁ, ପିତାମ୍ଵର ପରିଡା, ସୂର‌୍ୟ୍ୟକାନ୍ତ ସ୍ଵାଇଁ, ହିମାଂଶୁ ଭୂଷଣ ବିଶ୍ଵାଳ, କମଳ ଲୋଚନ ନାୟକ, ଅଶୋକ କାଣ୍ଡି, ଜିତେନ୍ଦ୍ର କୁମାର ସେଠୀ, କାଶୀନାଥ ବେହେରା, ପ୍ରକାଶ ମିର୍କାପ୍, ଜିବନ କୁମାର ପୋଲେଇ, ଚୈତନ୍ୟ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ