ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଭାପତି ଗିରଫଦାରୀ ବିରୁଦ୍ଧରେ କୁଶପୁତୁଳିକା ଦାହ

ବାଲେଶ୍ବର(ସରୋଜ ପଣ୍ଡା):  ଅଖିଳ ଭାରତୀୟ ସଭାପତି ଉଦୟ ଭାନୁ ଚିବ ଜି ଙ୍କୁ ଅନ୍ୟାୟ ଭାବରେ ଗିରଫ କରାଯାଇଥିବାରୁ ବାଲେଶ୍ୱର ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ଇଂ ରଞ୍ଜନ କୁମାର ଦାସ ଙ୍କ ନେତୃତ୍ୱ ରେ ଏକ ସଭାଯାତ୍ର ବାହାରି ଷ୍ଟେସନ ଛକ ରେ ପ୍ରଧାନ ମନ୍ତୀ ନରନ୍ଦ୍ର ମୋଦି ଓ ଅମିତ ସାହା ଙ୍କ କୁଶପୁତ୍ତଳିକା ଦାହକରାଯାଇଥିଲା ଏହି ଭିକ୍ଷାବ ରେ ପୂର୍ବତନ ଜ଼ିଲ୍ଲା ସଭାପତି ସଂଜୀବ ଗିରି, ସଦର ଯୁବ ନେତା ସରୋଜ ଲେଙ୍କା, ଟାଉନ କଂଗ୍ରେସ ସଭାପତି ଅନୁପ ସ୍ୱାଇଁ, ପ୍ରଭାସ ପଣ୍ଡା, ଶ୍ରୀକାନ୍ତ ବୁଗୁଡାଇ,ଛାତ୍ର କଂଗ୍ରେସ ନେତା ଜଗନ୍ନାଥ ମହାପାତ୍ର,ଜ୍ୟୋସ୍ନା ସେନାପତି, ଆରୟଣ ଖାନ,ସାଗର କୁମାର ମହାନ୍ତି, ଭବାନୀ ଦଣ୍ଡପାଟ, ସନ୍ତୋଷ ସୋରେନ,କିରଣ ସିଂ ପ୍ରମୁଖ ଯୁବ କଂଗ୍ରେସ କର୍ମକର୍ତା ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ