୩୬ ବନ୍ଧୁକ ସହ ୪୨ ନକ୍ସଲଙ୍କ ଆତ୍ମସମର୍ପଣ
ମାଲକାନଗିରି,(ଡଃ ଶିବ ନାରାୟଣ ପାତ୍ର): ସୀମାନ୍ତ ତେଲେଙ୍ଗାନା ପୁଲିସକୁ ମିଳିଛି ବଡ଼ ସଫଳତା । ସରକାରଙ୍କ ଶେଷ ଟାର୍ଗେଟର ୧୦ ଦିନ ପରେ ବି ଜଙ୍ଗଲରେ ରହିଯାଇଥିବା ୪୨ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ହାଇଦ୍ରାବାଦରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସମ୍ମୁଖରେ ଏହି ନକ୍ସଲମାନେ ୩୬ଟି ଅତ୍ୟାଧୁନିକ ବନ୍ଧୁକ ସହ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ କେନ୍ଦ୍ରୀୟ କମିଟି ମେମ୍ସର ରହିଥିବା ବେଳେ ଜଣେ ତେଲେଙ୍ଗାନା ଷ୍ଟେଟ୍ କମିଟି ମେମ୍ଵର, ୫ ଜଣ ଡିଭିସିଏମ୍, ୧୮ ଜଣ ଏସିଏମ୍ ଏବଂ ୧୭ ଜଣ ପାର୍ଟି ମେମ୍ସର ଅଛନ୍ତି I ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ ମ ମାନଙ୍କ ମଧ୍ୟରେ କେନ୍ଦ୍ରୀୟ କମିଟି ସଦସ୍ୟ ସୋଡି ମଲ୍ଲା ଓ ଓରଫ ନିଖୁଲ, ଷ୍ଟେଟ କମିଟି ମେମ୍ସର ଚପା ନାରାୟଣ ଓରଫ ଗଜେନ୍ଦ୍ର ଅଛନ୍ତି I ଅନ୍ୟମାନେ ହେଲେ ଡିଭିସିଏମ୍ ସଦସ୍ୟ ମାଡବୀ ମଜ୍ଜା, କାଡତି ସୋନୁ, ମଡିୟମ ମୁନ୍ନି, ପୁନେମ ଶୁକ୍ଳ, ହେମଲା ଲଛି, ଏସିଏମ୍ ସୋଡୀ , ତାଟି ରାଜୁ, କୋବାସୀ ରାଜୁ, ମଡିୟମ ଭୀମା, ମାଡକମ ଭୀମା, ପୋଡିୟମ ଗାଙ୍ଗି, ସୋଡି
ଭୀମା, କୁଡାମ ଦେବୀ ।ଏମାନଙ୍କ ନାମରେ ସରକାର ପୁରମ ଏ କେ ୪୭, ୪ ଏସ୍ଏଲ୍ଆର ରାଇଫଲ, ୩ଟି ଇନସାସ, ୬ଟି ୩୦୩ ରାଇଫଲ, ଗୋଟିଏ ୯ଏମ୍ଏମ୍ ପିସ୍ତଲ, ୨ଟି ରିଭଲଭର, ଗୋଟିଏ ବିଜିଏଲ ବନ୍ଧୁକ, ଗୋଟିଏ ଏୟାର ଗନ୍ ସମେତ ୧୦୦୭ଟି ଜୀବନ୍ତ ଗୁଳି ଏବଂ ୮୦୦ ଗ୍ରାମ ସୁନା ମଧ୍ୟ ହସ୍ତାନ୍ତର କରିଛନ୍ତି। ଏଥିସହ ଏକେ-୪୭ ବନ୍ଧୁକ ପାଇଁ ୪ ଲକ୍ଷ, ଇନ୍ସାସ୍ ବନ୍ଧୁକ ପାଇଁ ୨ ଲକ୍ଷ, ଏସ୍ଏଲ୍ଆର ବନ୍ଧୁକ ପାଇଁ ୨ ଲକ୍ଷ ଟଙ୍କା, ୩୦୩ ପାଇଁ ଏକ ଲ ଲକ୍ଷ ଟଙ୍କା, ୧୨ ବୋର ବନ୍ଧୁକ ପାଇଁ ୩୦ ହ ୩୦ ହଜାର ଟଙ୍କା, ୯ଏମ୍ଏମ୍ ବନ୍ଧୁକ ପାଇଁ ୨୫ ୨୫ ହଜାର ହ ଟଙ୍କା ପୁରସ୍କାର ରହିଛିପ୍ରକାଶ ଥାଉକି ତେଲେଙ୍ଗାନା ତଲେଙ୍ଗାନା ପୁଲିସ ନିକଟରେ ୨୦୨୪ ମସିହାରେ ୪୭ ଜଣ ଆତ୍ମସମର୍ପଣ କରିଥିବା ବେଳେ ୩୬ଟି ବନ୍ଧୁକ, ୨୦୨୫ରେ ୫୦୯ ଜଣ ନକ୍ସଲ ସହ ୬୦ ବନ୍ଧୁକ ଏବଂ ୨୦୨୬ରେ ୨୦୫ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି ଆଉ ଯେଉଁ ନକ୍ସଲନ ମର୍ପଣ ସହ ୨୦୬ଟି ବନ୍ଧୁକ ପୁଲିସ ନିକଟରେ ହସ୍ତାନ୍ତର ଲମାନେ ଏବେ ବି ଜଙ୍ଗଲରେ ଜଙ୍ଗଲରେ ଚଳପ୍ରଚଳ କରୁ ଥିବା ମାଓବାଦୀମାନଙ୍କୁ ତୁରନ୍ତ ଆତ୍ମସମର୍ପଣ କରିବାକୁ ତେଲେଙ୍ଗାନା ସରକାର ଅନୁରୋଧ କରିଛନ୍ତି I


