କର୍ମଚାରୀ ସଂଘର ପ୍ରାଥମିକ ସଦସ୍ୟ ପଦରୁ ଏମ୍‍.ରାମବାବୁଙ୍କ ଇସ୍ତଫା

ଆସିକା  (ୱାଇଏନ୍‍ଏସ୍‍) : ଆସିକା ସମବାୟ ଚିନିଶିଳ୍ପର କର୍ମଚାରୀ ସଂଘର ପ୍ରାଥମିକ ସଦସ୍ୟ ପଦରୁ ସୁସଂଗଠକ ଏମ୍‍.ରାମବାବୁ ଦୋରା ଇସ୍ତଫା ଦେଇଥିବା ଜଣାପଡିଛି । ସୁସଂଗଠକ ଏମ୍‍.ରାମବାବୁ ଦୋରା ନିଜର କେତେକ ବ୍ୟକ୍ତିଗତ କାରଣରୁ ଚିନିଶିଳ୍ପ କର୍ମଚାରୀ ସଂଘର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ବେଳେ ଏହାର ନକଲ ସଂଘର ସଭାପତି, ଉପସଭାପତି ଓ ସଂପାଦକଙ୍କୁ ପ୍ରେରଣ କରିଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ