ଶେଷ ରଜରେ ପିଲାଙ୍କ ସହ ଦୋଳି ଖେଳିଲେ ବିଡ଼ିଓ

କୁକୁଡାଖଣ୍ଡି,(ବିଭୁ ନନ୍ଦନ ପଣ୍ଡା):ବାଳକୃଷ୍ଣପୁର ଗ୍ରାମର ରଜ ମହୋତ୍ସବ ର ତୃତୀୟ ଦିନରେ ଯୋଗଦେଲେ କୁକୁଡ଼ାଖଣ୍ଡି ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଲ୍ଲବୀ ସ୍ୱାଇଁ । କୁନି କୁନି ପାଳନଙ୍କ ସହ ଦୋଳି ଖେଳିଲେ ବିଡ଼ିଓ । ସିଡ଼ିପିଓ କୁସୁମୀ ସାହୁ , ଜେଇ ଇନ୍ଦିରା ମହାଙ୍କୁଡ଼ , ସମିତି ସଭ୍ୟ କାହ୍ନୁ ଚରଣ ପାତ୍ର। ଏଥିରେ ଉପସ୍ଥିତ ଥିଲେ ୱାର୍ଡ ମେମ୍ବର ନୀଳକଣ୍ଠ ଗୌଡ , ପଦ୍ମଲୋଚନ ଗୌଡ , ପ୍ରଫୁଲ୍ଲ ସାହୁ , ବ୍ରଜ ସାହୁ , ସୁବଳ ସାହୁ , ସୁଶାନ୍ତ ବିଷୋୟୀ , ଜାଗୃତି ଗୌଡ ଓ ଗ୍ରାମବାସୀ ବୃନ୍ଦ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ