ୱାରେଣ୍ଟି ବଳରେ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ଏରେନଡ୍ରା ଗ୍ରାମର ଧ୍ରୁବ ବରାଡ଼ (୪୮)ଙ୍କୁ ସୋମବାର ପାଟପୁର ଥାନା ଏସଆଇ ଶ୍ରୀନିବାସ ଦାସ  ଗିରଫ କରି ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ କୁ ଚାଲାଣ କରିଛନ୍ତି।ଅଭିଯୁକ୍ତ ଧ୍ରୁବ ଏକ ଆକ୍ରମଣ ମାମଲା ରେ ଅଭିଯୁକ୍ତ ଥିବା ବେଳେ ମାଜିଷ୍ଟ୍ରେଟ ଙ୍କ ଆଦେଶ ପ୍ରକାରେ  କୋର୍ଟ ରେ ହାଜର ହେଉନଥିବା କାରଣରୁ ଜି.ଆର. ମାମଲା ନଂ.୨୨୮/୨୦) ଅନୁଯାୟୀ ତାଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଥିଲା।କୋର୍ଟ ଙ୍କ ଆଦେଶ ପ୍ରକାରେ ଅଭିଯୁକ୍ତ ଙ୍କୁ ୱାରେଣ୍ଟ ବଳରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା  ଆଇଆଇସି ଦୀପ୍ତି ରଞ୍ଜନ ବେହେରା କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ