ପାୱାର ଅଫ୍ ୩ ସହିତ କାମୋନ୍ଆଇ୪ର ସମ୍ଭାରକୁ ନେଇ ଟେକ୍ନୋ ଶୁଭାରମ୍ଭ

ଟେକ୍ନୋ ଯାହାକି ଦ୍ରୁତ ବୃଦ୍ଧି ପାଉଥିବା ଅଫ୍ଲାଇନ କ୍ୟାମେରା ଯୁକ୍ତ କେନ୍ଦ୍ରିତ ସ୍ମାର୍ଟ ଫୋନ ବ୍ରାଣ୍ଡରେ ମଧ୍ୟମ ବର୍ଗ ସ୍ତରରେ ଆଉ ଗୋଟିଏ ପାଦକୁ ଆଗକୁ ନେଇ ସମଗ୍ର ଭାରତରେ ପ୍ରଥମ ତିନୋଟି ପଛ ପାଶ୍ୱର୍ କ୍ୟାମେରାଯୁକ୍ତ ସ୍ମାର୍ଟ ଫୋଟ ଯାହାକି ସର୍ବାଧିକ ସଫଳତା ପାଇଥିବା ଲୋକପ୍ରିୟ “କାମୋନ୍” ପୋର୍ଟ ଫୋଲିଓର ଶୁଭାରମ୍ଭ କରିଛି । “ଯେ କୌଣସି ହାଲୁକା ଫୋନଠାରୁ ଉତମ” ଗୁଣକୁ ନେଇ କାମୋନ୍ଆଇ୪ ୧୨ କେ ବର୍ଗର ଅଧିନରେ ନିଜକୁ କିର୍ତିମାନ କରିବାକୁ ଯାଉଛି ।ଏହି ଉପକରଣଟି ଶକ୍ତିଶାଳୀ ତିନୋଟି ପଛ କ୍ୟାମେରା ଗଠନକୁ ନେଇ ଯଥା- ୧୩ଏମ୍ପି ପ୍ରାଥମିକ ପଛ କ୍ୟାମେରା ଏଫ:୮ ଛିଦ୍ରଯୁକ୍ତ, ୮ଏମ୍ପି ୧୨୦ଂ ଅତ୍ୟାଧୁନିକ ଚଉଡ଼ା ଲେନ୍ସ ଯାହା ଫ୍ରେମ୍କୁ ଧରି ରଖିବ ଏବଂ ୨ଏମ୍ପିର ଚଳନ୍ତା ଫୋକସ ଲେନ୍ସ । ସେଲ୍ଫି ପାଇଁ ୧୬ଏମ୍ପି ଏଏଲ୍ ସେଲ୍ଫି କ୍ୟାମେରାଯୁକ୍ତ ୪ଇନ୍ ୧ର ବଡ଼ ଫିକ୍ସେଲକୁ ନେଇ କାମୋନ୍ଆଇ୪ ଖେଳ କରିଛି । ଏହି ସ୍ମାର୍ଟଫୋନରେ ବ୍ୟବହୃତ ହୋଇଥିବା ସବୁଠାରୁ ଶକ୍ତିଶାଳୀ ବିଷୟଟି ହେଉଛି ଏଥିରେ ଥିବା ୨.୦ ଜିଏଚଜେଡ଼୍ହେଲିଓ ଏ୨୨ ୬୪ବିଟ୍ଯୁକ୍ତ କ୍ୱାର୍ଡ଼କୋର ପ୍ରୋସେସର ଯେଉଁଥିରେ ରହିଛି ଦୁଇଗୁଣା ୩୨ଜିବି ଏବଂ ତିନିଗୁଣା ୩୨ଜିବି ସଂରକ୍ଷଣ କ୍ଷେତ୍ର ଏଥିସହିତ ପି୨୨ ଅକ୍ଟାକୋର ପ୍ରୋସେସର ଚାରିଗୁଣା ୬୪ଜିବି ସଂଗୃହିତ କ୍ଷେତ୍ର । ଏଥିରେ ଥିବା ରମ୍ ସଂରକ୍ଷଣ ମେମୋରି ୨୫୬ଜିବି ପର୍ଯ୍ୟନ୍ତ ବର୍ଦ୍ଧିତ ହୋଇଥାଏ ।
ଅଧିକ ବିବରଣୀ ପାଇଁ ଦୟାକରି ପରିଦର୍ଶନ କରନ୍ତୁ : ଡ଼ବ୍ଲୁଡ଼ବ୍ଲୁଡ଼ବ୍ଲୁ.ଟେକ୍ନୋ-ମୋବାଇଲ.କମ୍

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ