ବୋଲ୍ଡ ଲୁକ୍ରେ ନେହା
ମୁମ୍ବାଇ : ଫିଲ୍ମ ଇଣ୍ଡଷ୍ଟ୍ରୀର ସିଙ୍ଗର ନେହା ଭାସିନ୍ ନେହା ଭାସିନ୍ ଚଳିତବର୍ଷ ନୂଆବର୍ଷକୁ ଦେଶ ବାହାରେ ଥାଇଲ୍ୟାଣ୍ଡରେ ସେଲିବ୍ରେଟ୍ କରିଛନ୍ତି। ଏଠାରୁ ସେ ନିଜ ଫ୍ୟାନ୍ମାନଙ୍କ ପାଇଁ କିଛି ଫଟୋ ମଧ୍ୟ ଶେୟାର କରିଛନ୍ତି। ନେହା ସବୁବେଳେ ନିଜ ବୋଲ୍ଡ ଲୁକ୍କୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥାଆନ୍ତି। ଏଥର ମଧ୍ୟ ସେ ବିକିନି ଲୁକ୍ରେ ଅନେକ ଫଟୋ ଫ୍ୟାନ୍ମାନଙ୍କ ପାଇଁ ଶେୟାର କରିଛନ୍ତି। ଇତିମଧ୍ୟରେ ସେ ଅନେକ ହିଟ୍ ଗୀତ ଦେଇସାରିଛନ୍ତି।


