ଭୂମିକମ୍ପରେ ଥରିଲା ତେହେରାନ

ତେହେରାନ:ବୁଧବାର ବିମାନ ଦୁର୍ଘଟଣାର କିଛି ସମୟ ପରେ ଇରାନର ଦକ୍ଷିଣ-ପଶ୍ଚିମ ଅଂଚଳରେ ଥିବା ବୁସହରର ନ୍ୟୁକ୍ଲିୟର୍ ପାୱାର୍ ପ୍ଲାଣ୍ଟ୍ ପାଖରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିବା କଥା ସୂଚନା ମିଳୁଛି । ଭୂମିକମ୍ପର ତୀବ୍ରତା ୪.୯ ଥିଲା ବୋଲି କୁହାଯାଉଛି । ବୁସହରର ନ୍ୟୁକ୍ଲିୟର୍ ପାୱାର୍ ପ୍ଲାଣ୍ଟ୍ କୁଏତ ନିକଟରେ ଥିବାବେଳେ ଗତ ମାସ ଡିସେମ୍ବର ୨୬ ତାରିଖରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ଜ୍ଝ ତେବେ କ୍ଷୟକ୍ଷତିର କୌଣସି ସୂଚାନ ମିଳିନଥିବା କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ