ହିମସ୍ଖଳନରେ ଫସିଗଲେ ୩ ଯବାନ

କଶ୍ମୀର- ତୁଷାରପାତ ଜାରି ରହିଛି ଉତ୍ତର କଶ୍ମୀରରେ କିଛି ଦିନ ଧରି ବିଭିନ୍ନ ହିମସ୍ଖଳନରେ ୫ଜଣ ଯବାନ ବରଫ ଭିତରେ ଫସିଛନ୍ତି । ସେମାନଙ୍କ ମଧ୍ୟରୁ ତିନି ଜଣ ଯବାନ ଶହୀଦ ହୋଇଛନ୍ତି । ନିଖୋଜ ଥିବା ଅନ୍ୟ ଯବାନଙ୍କ ଉଦ୍ଧାର ଅଭିଯାନ ଜାରି ରହିଛି । କୁହାଯାଉଛି ଯେ ବରଫ ଝଡ଼ରେ ଅନେକ ଯବାନ ଫସିଥିଲେ ଯାହାଙ୍କୁ ଉଦ୍ଧାରକାରୀ ଦଳ ବଞ୍ଚାଇ ସାରିଛି । ଉକ୍ତ ଅଞ୍ଚଳରେ ଏବେ ମଧ୍ୟ ତୁଷାରପାତ ଜାରି ରହିଛି । ସେନାର ସୂତ୍ରରୁ ଅନୁସାରେ ରାଜ୍ୟର କୁପୱାଡ଼ା ଅଞ୍ଚଳରେ ତିନି ଜଣ ଯବାନ ଶହୀଦ ହୋଇଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ