ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ ଜିରା
ଏହି ସବୁ ଜିନିଷ ସହ ମିଶାଇ ଖାଇବା ଆରମ୍ଭ କରନ୍ତୁ
ଜିରାର ସେବନ ଶରୀର ପାଇଁ ଲାଭଦାୟକ, ତାହା ପ୍ରାୟ ସମସ୍ତଙ୍କୁ ଜଣା । କିନ୍ତୁ ଏହା ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ, ତାହା ବାଧ ହୁଏ ଖୁବ୍ କମ୍ ଲାକେ ଜାଣିଥିବେ । ଜିରାର ନିୟମିତ ସେବନ କରିବାର କିଛି ଦିନ ମଧ୍ୟରେ ଆପଣ ନିଜ ପେଟର ଚର୍ବି କମ ହେଉଥିବା ଅନୁଭବ କରି ପାରିବେ । ଯେଉଁ ମାନେ ପେଟରେ ଚର୍ବି ସମସ୍ୟାକୁ ନେଇ ଚିନ୍ତିତ ଥିବେ, ସେମାନେ ଜିରା ସେବନ କରି ପେଟର ଚର୍ବି କମାଇ ପାରିବେ । ଆସନ୍ତୁ ଜାଣିବା ସେ
୧. ଲେମ୍ବୁ ଏବଂ ଅଦା ସହ ଜିରାର ସେବନ କରିବା ଦ୍ୱାରା ଓଜନ ହ୍ରାସ ହାଇଥାଏ । ଲେମ୍ବୁ ଏବଂ ଅଦା ଜିରା ସହ ମିଶି ଓଜନ କମାଇବା କ୍ଷମାତାକୁ ବ?ାଇଥାଏ । ଅଦାକୁ ପାଣିରେ ପକାଇ ଫୁଟାଇଦେବା ସହ ସେଥିରେ ଲେମ୍ବୁ ଏବଂ ଜିରା ମିଶାଇ ଦିଅନ୍ତୁ । ଏହି ମିଶ୍ରଣକୁ ସେବନ କରିବା ଦ୍ୱାରା ଆପଣଙ୍କ ମାଟାପଣ ତୁରନ୍ତ କମ ହାଇ ଯାଇଥାଏ ।
୨.୫ଗ୍ରାମ୍ ଦହି ସହ ଗାଟେ ଚାମଚ ଜିରା ପାଉଡର ମିଶାଇ ପ୍ରତିଦିନ ଏହାର ସେବନ କରନ୍ତୁ । ଏହା ଆପଣଙ୍କ ପେଟର ଚର୍ବିକୁ ତୁରନ୍ତ କମାଇଦେବ ।
୩.ଜିରାର ପାଣି ଏବଂ ମହୁ ଓଜନ କମାଇବାରେ ସାହାଯ୍ୟ କରିଥାଏ । ଏଥିରେ ପାଟାସିୟମ, କପର ଏବଂ ଫସ୍ଫରସ ରହିଥାଏ, ଯାହା କ୍ୟାଲାରୀକୁ କମ କରିବା ସହ ଓଜନ କମ କରିଥାଏ ।


