ମାଟ୍ରିକ ପ୍ରଶ୍ନପତ୍ର ଲିକ ମାମଲାରେ ୪ ଗିରଫ

ମାଟ୍ରିକ ପରୀକ୍ଷା ର ପ୍ରଶ୍ନପତ୍ର ଲିକ ମାମଲାରେ ଆଜି ପୁଣି ୪ଜଣକୁ ଗିରଫ କରାଯାଇଛି । ବନ୍ଧୁଗାଁ ସରକାରୀ ସ୍କୁଲରେ ପ୍ରଶ୍ନପତ୍ର୍ର ଭାଇରାଲ ଘଟଣା ଜଣେ ଜେରକ୍ସ ଦୋକାନୀ ଓ୩ ଜଣ ଅଭିଭାବଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କ ଠାରୁ ଗୋଟିଏ ଲାପଟପ ଜେରକ୍ସ ମେସିନ ଓ ମୋବାଇଲ ଫୋନ ଜବତ ହୋଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ