ବିଜେପି ଛାଡି ବିଜେଡିରେ ଯୋଗ ଦେଲେ ୨ ଯୁବ ନେତା

ଵ୍ରହ୍ମପୁର ସହରର ବଜେପିର ଦୁଇ ଯୁବନେତା ରୂପେଶ ମହାପାତ୍ର ଏବଂ ପାର୍ଥ ପାଢ଼ୀ ଆଜି ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କୁ ଭେଟି ବିଜେଡ଼ି ରେ ସାମିଲ

Read more

ସୋରଡା ପୋଲିସର ଫ୍ଲାଗ ମାର୍ଚ୍ଚ

ଆଗକୁ ଆସୁଛି ସାଧାରଣ ନିର୍ବାଚନ । ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହିିତ ପାଳନ କରିବା ପାଇଁ ପୋଲିସ ତରଫରୁ ଫ୍ଲାଗ ମାର୍ଚ୍ଚ ଆରମ୍ଭ କରାଯାଇଛି । ଫ୍ଲାଗ

Read more

ମାରୁତି –ବାଇକ ମୁହାଁମୁହିଁ : ୧ ମୃତ ୩ ଆହାତ

କୋଣାର୍କ ( ଯୁଗାବ୍ଦ ନ୍ୟୁଜ ) : ପୁରୀ ବେଳାଭୂମିରେ ଏକ ମୋଟର ସାଇକେଲ ମୁହାଁମୁହିଁ କାର ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ହିଁ ବାଇକ

Read more

ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ନିଷ୍ପତ୍ତ୍ି : ଚଳିତ ନିର୍ବାଚନରେ ଭୋଟ ବର୍ଜନ କରିବ

ଭୁବନେଶ୍ୱର : ସଂଘ ତରଫରୁ ସର୍ବ ପ୍ରଥମେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟଙ୍କୁ ସାଧୁବାଦ । ସାରା ଭାରତରେ

Read more

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରବାର୍ଷିକ ଉତ୍ସବ

ବେଲଗୁଣ୍ଠା :  ବଡ଼ଦାଣ୍ଡ ସ୍ଥିତ  ସଭାପତିଭି.ଦେବୀପ୍ରସାଦପାତ୍ରଙ୍କସଭାପତିତ୍ବରେଅନୁଷ୍ଠିତ ହୋଇଯାଇଅଛି। କାର୍ଯ୍ୟକ୍ରମରେମୁଖ୍ୟ ଅତିଥି ଭାବେକବିସମ୍ରାଟ ଉପେନ୍ଦ୍ର ଭଞ୍ଜମହାବିଦ୍ୟାଳୟରଅବସରପ୍ରାପ୍ତଅଧ୍ୟକ୍ଷକୃତିବାସବିଶ୍ୱାଳଯୋଗ ଦେଇବାପାମାଆତଥାଗୁରୁଜନମାନଙ୍କଉପଯୁକ୍ତମାର୍ଗଦର୍ଶନରେଛାତ୍ରଛାତ୍ରୀଙ୍କଉଜ୍ଜ୍ୱଳଭବିଷ୍ୟତହେବାସହସମାଜଗଠନରେସହାୟକବୋଲିବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେମୁଖ୍ୟବକ୍ତାଭାବେବି.ଡି.ପୁରମହାବିଦ୍ୟାଳୟଇତିହାସବିଭାଗଅଧ୍ୟାପକଡଃପ୍ରଭାକରମହାପାତ୍ରଯୋଗ ଦେଇଥିବା ବେଳେସମ୍ମାନିତ ଅତିଥି ଭାବେବେଲଗୁଣ୍ଠାଅତିରିକ୍ତ ତହସିଲଦାର

Read more

ବେଲଗୁଣ୍ଠାପ୍ରେସକ୍ଲବରବାର୍ଷିକସାଧାରଣବୈଠକଓନୂତନକର୍ମକର୍ତ୍ତାଚୟନ।

ବେଲଗୁଣ୍ଠା: ବେଲଗୁଣ୍ଠାପ୍ରେସ୍କ୍ଲବରଏକବାର୍ଷିକସାଧାରଣ ବୈଠକଓନୂତନ କର୍ମକର୍ତ୍ତା ଚୟନକାର‌୍ୟ୍ୟକ୍ରମଅନୁଷ୍ଠିତହୋଇଯାଇଅଛି।ପ୍ରେସ୍କ୍ଲବରସଭାପତିମାଧବ ଚନ୍ଦ୍ରଆପଟଙ୍କସଭାପତିତ୍ବରେହୋଇଥିବାଏହିକାର‌୍ୟ୍ୟକ୍ରମରେମୁଖ୍ୟଅତିଥି ଭାବେଗାଙ୍ଗପୁରଥାନାଧିକାରୀ ସତ୍ୟରଞ୍ଜନ ପ୍ରଧାନଯୋଗଦେଇଥିବା ବେଳେବେଲଗୁଣ୍ଠାଫାଣ୍ଡି ଅଧିକାରୀପ୍ରକାଶ କୁମାର ସାହୁସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।କାର‌୍ୟ୍ୟକ୍ରମଆରମ୍ଭରେସମ୍ପାଦକସୁଶାନ୍ତମିଶ୍ରବାର୍ଷିକ ବିବରଣୀ ଉପସ୍ଥାପନା କରିବାସହନୂତନକର୍ମକର୍ତ୍ତାଚୟନପାଇଁପ୍ରସ୍ତାବ ଦେଇଥିଲେ।

Read more

ଯୁକ୍ତ ଦୁଇ ଗଣିତରେ ଛଅ, ଵି.ଏସ.ଏମ.ରେ ଜଣେ ଏମ.ପି.

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ ) : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ +୨ ବିଜ୍ଞାନ ଓ କଳା ସ୍ରୋତର ଗଣିତ, କଳା ସ୍ରୋତର ଗୃହବିଜ୍ଞାନ,

Read more

ନିଆରା ଢଙ୍ଗରେ ହୋଲି ପର୍ବ ପାଳନ

ନାଉଗାଁ: ଅଂଚଳରେ ହୋଲି ପର୍ବ ଶାନ୍ତିଶୃଙ୍ଖଳାରେ ଶୁକ୍ରବାର ଶେଷ ହୋଇଛି । ଏହି ଅବସରରେ ସ୍ୱେଛାସେବୀ ଅନୁଷ୍ଠାନ ‘ସୃଜନୀ’ ଓ ସୋସୋଆଲ ମିସନ ୱାଲର୍ଡର ମିଳିତ ଆନୁକୁଲ୍ୟରେ

Read more

Advertisement

ଏବେ ଏବେ