ଦୁର୍ଘଟଣା ଗ୍ରସ୍ତକୁ ଡାକ୍ତରଖାନା ନେଲେ ବିଜେପି ନେତା

ହାଟଡିହି,(ୟୁଏନଏସ୍): ମହାନତା ଦେଖାଇଛନ୍ତି ଆନନ୍ଦପୁରର ବିଜେପି ନେତା ଆଲୋକ ସେଠୀ। ଆଜି ସକାଳେ ସେ ଏକ କାର୍ଯ୍ୟକ୍ରମ ରେ ଯୋଗଦେବାକୁ ଆନନ୍ଦପୁର ଯାଉଥିବା ସମୟରେ ଛେନାପଦି – ଅଣା ରାସ୍ତାରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଆମ୍ବୋ ଗ୍ରାମର  ଶାନ୍ତିଲତା ରାଉତ ନାମକ ଜଣେ ମହିଳାଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ଡାକ୍ତରଖାନା ନେଇ ଚିକିତ୍ସା କରାଇଛନ୍ତି। ଆହତ ଯାହାକୁ ନେଇ ସାଧାରଣରେ ପ୍ରଶଂସା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ