ବିଜେପିର ମିଶ୍ରଣ ପର୍ବ

ହାଟଡିହି  (ଓ୍ବାଇଏନଏସ): ଆଜି ହାଟଡିହି ସ୍ଥିତ ବିଜେପି କାର୍ଯ୍ୟାଳୟରେ ଶାଳନିଆ ମଣ୍ଡଳ ଅନ୍ତର୍ଗତ ଅଢେଇଦ୍ୱାର ଗ୍ରାମରୁ ୩୦ ରୁ ଉର୍ଦ୍ଧ ଲୋକ ବିଜେପି ରେ ସାମିଲ ହୋଇଛନ୍ତି । ବିଜେପି ନେତା ଆଲୋକ ସେଠୀ, ଶାଳନିଆ ମଣ୍ଡଳ ସଭାପତି ଜଗନ୍ନାଥ ବାରିକ, ସୁଶାନ୍ତ ଜେନା, ଧବଳେଶ୍ୱର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ ଜଣାଇଥିଲେ। ବିଶେଷକରି ରାଜ୍ୟର ଲୋକପ୍ରିୟ ମୋହନ ସରକାରଙ୍କ ଜନ କଲ୍ୟାଣ କାର୍ଯ୍ୟକ୍ରମ ଓ ଲୋକଙ୍କ ସୁଖଦୁଃଖର ସାଥି ହେଉଥିବା ସାଂସଦ ଅନନ୍ତ ନାୟକ, ଆନନ୍ଦପୁର ର ବିଜେପି ନେତା ଆଲୋକ ସେଠୀଙ୍କ ଦୃଢ଼ ନେତୃତ୍ୱକୁ ସମର୍ଥନ କରି ବିଜେପିରେ ସାମିଲ ହୋଇଥିବା କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ