ବିଜେପିର ସଂଗଠନ ପର୍ବ ଓ ସଦସ୍ୟତା ଅଭିଯାନ

କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳିରେ ବିଜେପିର ସଂଗଠନ ପର୍ବ ଓ ସଦସ୍ୟତା ଅଭିଯାନ ରବିବାର ଅପରାହ୍ନରେ ସ୍ଥାନୀୟ ଗୈାରିଶଙ୍କର ହୋଟେଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ

Read more

ଇଡି ପକ୍ଷରୁ ବାରିମୂଳ ସାରଥି ଆଶ୍ରମ ଓ ତତସଂଲଗ୍ନ ୩୯ଟି ପ୍ଲଟକୁ ପ୍ରବେଶ ନିଷେଧାଜ୍ଞା ଜାରି

କେନ୍ଦ୍ରାପଡା : ବାରିମୂଳସ୍ଥିତ ସାରଥି ଆଶ୍ରମ ସମେତ ତତସଂଲଗ୍ନ ୩୯ଗୋଟି ପ୍ଲଟ ମଧ୍ୟକୁ ଅନଧିକାର ପ୍ରବେଶ ଉପରେ କଟକଣା ଲଗାଇଛି ଇଡି । ଏଥି ନିମନ୍ତେ ଶନିବାର

Read more

ପୂର୍ବତନ ରାଷ୍ଟ୍ରପତି କଲାମଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକ ପାଳନ

କେନ୍ଦ୍ରାପଡା : ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଡଃ. ଏ.ପି.ଜେ. ଅବଦୁଲ କଲାମଙ୍କର ଚତୁର୍ଥର୍ ଶ୍ରାଦ୍ଧ ବାର୍ଷର୍ିକ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ ମାର୍ଗରେ ଥିବା ଅବସରପ୍ରାପ୍ତ ସରକାରୀ

Read more

ହାଇକୋର୍ଟ ବିଚାରପତିଙ୍କ ଜିଲ୍ଲା ଜଜକୋର୍ଟ ପରିଦର୍ଶନ

କେନ୍ଦ୍ରାପଡା : ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଶତୃଘ୍ନ ପୂଜାହାରୀ ଶନିବାର କେନ୍ଦ୍ରାପଡା ଜିଲ୍ଲା ଜଜକୋର୍ଟ ପରିଦର୍ଶନରେ ଆସି ନବ ନିର୍ମିତ ଜିଲ୍ଲା ଜଜକୋର୍ଟ କାର୍ଯ୍ୟାଳୟକୁ ବୁଲି

Read more

ସହକାରୀ ସାଧାରଣ ପରିଚାଳକଙ୍କ ଆକ୍ରମଣଅଭିଯୁକ୍ତକୁ ଗିରଫ ଦାବିରେ ସଦର ଥାନା ଘେରାଉ

କେନ୍ଦ୍ରାପଡା : ସହର ନିକଟସ୍ଥ ବରଫକଳକୁ ଯୁଗ୍ମ ତଦନ୍ତ ପାଇଁ ଯାଇଥିବା କେନ୍ଦ୍ରାପଡା ସେସୁ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କୁ ସଂପୃକ୍ତ ବରଫ କଳ ମାଲିକ ମରଣାନ୍ତକ ଆକ୍ରମଣ

Read more

ବିଜୟ ଦିବସ ପାଳିଲା ବିଜେଡି ଆଇନଜୀବି ସାମ୍ମୁଖ୍ୟ

କେନ୍ଦ୍ରାପଡା- ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳିର ବିଧାୟିକା ଭାବେ ବିଜୁ ଜନତା ଦଳ ପ୍ରାର୍ଥୀନୀ ସାବିତ୍ରୀ ଅଗ୍ରୱାଲ ବିଜୟ ଲାଭ କରିଥିବାରୁ କେନ୍ଦ୍ରାପଡା ଜିଲ୍ଲା ବିଜେଡି ଆଇନଜୀବି

Read more

ପାଟକୁରା ବିଧାୟିକା ଭାବେ ସାବିତ୍ରୀ ଅଗ୍ରୱାଲ ୧୭ହଜାରରୁ ଉଦ୍ଧ୍ୱର୍ ଭୋଟରେ ବିଜୟୀ,କଂଗ୍ରେସ ପ୍ରାର୍ଥୀ ଜୟନ୍ତ ଅମାନତ ହରାଇଲେ

କେନ୍ଦ୍ରାପଡା ଜିଲ୍ଲାର ୯୬- ପାଟକୁରା ବିଧାନସଭା ନିର୍ବାଚନରେ ବିଜୁ ଜନତାଦଳର ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ୧୭ହଜାର ୯୨୦ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ହରାଇ

Read more

ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ଫଲସବିଲ କରାଯିବା ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମ ପଂଚାୟତର କୋରୁଆ ଗ୍ରାମର ମୁଖ୍ୟ ରାସ୍ତା ଠାରୁ କେନାଲ ବନ୍ଧ ପର୍ଯ୍ୟନ୍ତ ଢଳେଇ ରାସ୍ତା ନିର୍ମାଣ ନିମନ୍ତେ ଗୋପବନ୍ଧୁ

Read more

ପାଟକୁରା ରେ ବ।ଜିମାତ କଲା ବିଜେଡି

(ଯୁଗାବ୍ଦ ନ୍ୟୁଜ )ପାଟକୁରାରେ କଂଗ୍ରେସର ଉଡିଲା ଅମାନତା ଆଉ ପୁଣି ଶୁଭିଛି ଶଙ୍ଖଧ୍ୱନୀ । ବିଜେପି ର ତୁଙ୍ଗନେତା ବିଜୟ ମହାପାତ୍ର ନିଜର ପାରମ୍ପାରିକ ନିର୍ବାଚନ କ୍ଷେତ୍ର

Read more

Advertisement

ଏବେ ଏବେ