ଓଡିଶା ମୋଟର ଚାଳକ ସଂଘ ପକ୍ଷରୁ ଶୋଭାଯାତ୍ରା

ଯାଜପୁର,(ଯୁଗାଦ୍ଦ ନ୍ୟୁଜ) ଯାଜପୁରରେ ଓଡିଶା ମୋଟର ଚାଳକ ସଂଘ ପକ୍ଷରୁ ଶୋଭାଯାତ୍ରା । ଡ୍ରାଇଭର ମାନଙ୍କ ପାଇଁ ସ୍ୱତନ୍ତ୍ର କଲ୍ୟାଣ ପାଣ୍ଠି ଓ ସ୍ୱତନ୍ତ୍ର ବୋର୍ଡ ଗଠନ

Read more

ଯାଜପୁର ବାର୍ ଆସୋସିଏସନର ପଂନି ପାଇଁ ସହାୟତା

ଯାଜପୁର, (ଯୁଗାବ୍ଦ ନ୍ୟୁଜ): ବାତ୍ୟା ପଂନିର କ୍ଷତିଗ୍ରସ୍ତଙ୍କ ପାଇଁ ଯାଜପୁର ବାର୍ ଆସୋସିଏସନ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିପଂ ପାଣ୍ଠକୁ ୮ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଚ୍ଥି

Read more

ଯାଜପୁରର ୯ଟି ବୁଥରେ ସାନି ମତଦାନ

ଯାଜପୁର (ଯୁଗାଦ୍ଦ ନ୍ୟୁଜ),ଯାଜପୁର ଜିଲ୍ଲାର ୪ ଗୋଟି ବିଧାନ ସଭା ନିର୍ବାଚନ ମଣ୍ଡଳୀର ୯ଟି ବୁଥ୍ରେ ସାନି ମତଦାନ ୧୯ ତାରିଖ ରବିବାର ଦିନ ଅନୁଷ୍ଠିତ ହେଊଚ୍ଥି

Read more

ଅଂଶୁଘାତରେ ୬୨ ବର୍ଷୀୟ ବୃଦ୍ଧ ଚାଷୀଙ୍କ ମୃତ୍ୟୁ ଅଭିଯୋଗ

ଯାଜପୁର (ଯୁଗାଦ୍ଦ ନ୍ୟୁଜ) , ଅଂଶୁଘାତରେ ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ । ମୃତକ ହେଲେ ଯାଜପୁର ସଦରଥାନା ଅନ୍ତର୍ଗତ ରଘୁନାଥପୁର ଗାଁର ୬୨ ବର୍ଷୀୟ ନଟବର ନାୟକ

Read more

ବୁଦ୍ଧ ଜୟନ୍ତୀ ଅବସରରେ ମାଲ୍ୟାର୍ପଣ

ଯାଜପୁର, (ଯୁଗାଦ୍ଦ ନ୍ୟୁଜ), ପବିତ୍ର ବୁଦ୍ଧ ପୂର୍ଣ୍ଣିମା ଅବସରରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଥିବା କାରୁଣିକ ବୁଦ୍ଧଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଜିଲ୍ଳ୍ା

Read more

ପଂନୀ ପାଇଁ ୨୫ ହଜାର ଟଙ୍କାର ସହାୟତା

ଯାଜପୁର, (ଯୁଗାଦ୍ଦ ନ୍ୟୁଜ), ଯାଜପୁର ଟାଉନ ସ୍ଥିତ ଡିଭାଇନ ହେଲ୍ଥ କେୟାର ପକ୍ଷରୁ ଜିଲ୍ଲାପାଳ ରଂଜନ କୁମାର ଦାସଙ୍କୁ ପଂନୀ କ୍ଷତିଗ୍ରସ୍ତଙ୍କ ସହାୟତା ପାଇଁ ୨୫ ହଜାର

Read more

ଆସନ୍ତାକାଲି ଯାଜପୁର ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀର ୯ଟି ବୁଥରେ ସାନି ମତଦାନ

ଯାଜପୁର; ଆସନ୍ତାକାଲି ଯାଜପୁର ଜିଲାର ୪ଟି ନିର୍ବାଚନ ମଣ୍ଡଳୀର ୯ଟି ବୁଥରେ ସାନି ମତଦାନ ଅନୁଷ୍ଠିତ ହେବ । ଏଥିପାଇଁ ଆଜି ସମସ୍ତ ବୁଥକୁ ପୁଲିଂ ପାର୍ଟି

Read more

ଯାଜପୁର ବାର୍ ଆସୋସିଏସନର ପଂନି ପାଇଁ ସହାୟତା

ଯାଜପୁର, (ଯୁଗାବ୍ଦ ନ୍ୟୁଜ) : ବାତ୍ୟା ପଂନି କ୍ଷତିଗ୍ରସ୍ତଙ୍କ ପାଇଁ ଯାଜପୁର ବାର୍ ଆସୋସିଏସନ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିପଂ ପାଣ୍ଠକୁ ୮ ହଜାର ଟଙ୍କାର ସହାୟତା ପ୍ରଦାନ

Read more

ପଂନୀ ପାଇଁ ଗୃହିଣୀ ଦେଲେ ୩୦ ହଜାର ଟଙ୍କାର ସହାୟତା

ଯାଜପୁର, ତା ୧୭ା୫ :ପଂନୀ ବାତ୍ୟାରେ କ୍ଷତିଗ୍ରସ୍ତଙ୍କୁ ସହାୟତା ପାଇଁ ଜନୈକ ଗୃହିଣୀ ଜିଲ୍ଳ୍ାପାଳଙ୍କୁ ପ୍ରଦାନ କରିଚ୍ଥନ୍ତି ୩୦ ହଜାର ଟଙ୍କାର ଚେକ୍ । ଶୁକ୍ରବାର ପୂର୍ବାହ୍ନରେ

Read more

Advertisement

ଏବେ ଏବେ