ଜ୍ଞାନଶ୍ରୀ ପକ୍ଷରୁ ‘ମୋ ଭୋଟ ମୋ ଅଧିକାର’ ଆଲୋଚନାଚକ୍ର

ବାଲେଶ୍ୱର,(ଯୁଗାବ୍ଦ ନୁୃ୍ୟଜ): ସମଗ୍ର ଦେଶରେ ଗଣତନ୍ତ୍ରର ମହାପର୍ବ ନିର୍ବାଚନ-୨୦୧୯ ଚାଲୁଅଛି । ଓଡିଶାରେ ତିନୋଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହୋଇଯାଇଥିବାବେଳେ ଆସନ୍ତା ୨୯ ତାରିଖରେ ବାଲେଶ୍ୱର ସମେତ

Read more

୨୦୧୯ ମାଡି ଆସୁଛି ଏବର୍ଷର ପ୍ରଥମ ବାତ୍ୟା ଫନି

ଫନି ଓଡିଶା ଉପରେ କିଛି ବି ପ୍ରଭାବ ପକାଇବନାହିଁ । ଏହି ବାତ୍ୟା ଏବେ ଶ୍ରୀଲଙ୍କା ଉପକୂଳ ଆଡକୁ ଅଗ୍ରସର ହେଉଛି । ଆସନ୍ତା ୩୦ ତାରିଖ

Read more

ସାନି ମତଦାନ ଜାରି

ଦ୍ଵିତୀୟ ପର୍ଯ୍ୟ।ୟରେ ମତଦ।ନ ସ୍ଥଗିତ ହୋଇଥିବ। ୯ଟି ବୁଥରେ ଚ।ଲିଛି ମତଦ।ନ। ଅପର।ହ୍ଣ ୩ଟ। ସୁଦ୍ଧ। ୬୮ ପ୍ରତିଶତ ମତଦ।ନ ହୋଇଥିବ। ସୂଚନ। ମିଳିଛି। ସୂଚନ।ନୁସ।ରେ ଦ୍ଵିତୀୟ

Read more

ନବୀନଙ୍କ ଉପରେ ବର୍ଷିଲେ ମୋଦୀ

ଓଡିଶାରେ ଆଉ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ବାକିଥିବା ବେଳେ ଏବେ ବିଜେଡି ଓ ବିଜେପି ମଧ୍ୟରେ ବିଜୟ ସମ୍ଭାବନା କୁ ନେଇ ଆରମ୍ଭ କରିଦେଲେଣୀ ପ୍ରଚାର ।

Read more

ଓଡିଶା ଆସୁଛନ୍ତି କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀ

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଓ ପ୍ରାର୍ଥୀ ପ୍ରଚାର କୁ ଜୋରଦାର କରିଛନ୍ତି । ଆଉ ହାତ ଗଣତି ମତଦାନ ପ୍ରକ୍ରିୟା କିଛି

Read more

ବେଦାନ୍ତ ପକ୍ଷରୁ ୫ଠଠତମ ନନ୍ଦ ଘର ସ୍ଥାପିତ

ନୂଆଦିଲ୍ଲୀ, (ଏଜେନ୍ସି): ବେଦାନ୍ତ ଗ୍ରୁପ୍ ପକ୍ଷରୁ ଜୟପୁର ଠାରେ ୫୦୦ତମ ନନ୍ଦ ଘରକୁ ଉଦଘାଟନ କରାଯାଇଛି । ଏଥିସହିତ କମ୍ପାନୀ ୧୭ ହଜାର ପିଲା ଏବଂ ୧୫

Read more

ପୋଲିସ କମିଶନର ସତ୍ୟଜିତ ମହାନ୍ତି ଓ ଡିସିପି ଅନୁପ କୁମାର ସାହୁଙ୍କୁ ରାଷ୍ଟ୍ରୀୟ ସମ୍ମାନ

ଭୁବନେଶ୍ଵର : ପୋଲିସ କମିଶନର ସତ୍ୟଜିତ ମହାନ୍ତି ଓ ଡିସିପି ଅନୁପ କୁମାର ସାହୁଙ୍କୁ ପୋଲିସ ପ୍ରଶାସନ ସେବା କ୍ଷେତ୍ରରେ ସେମାନଙ୍କର ଦକ୍ଷତା ନିମନ୍ତେ ଚିନ୍ତା ଓ

Read more

ପଶ୍ଚିମ ଓଡିଶାରେ ଗ୍ରୀଷ୍ମ ପ୍ରବାହ ଜାରୀ

ଦିନକୁ ଦିନ ରାଜ୍ୟରେ ବଢି ଚାଲିଛି ତାପମାତ୍ରା । ଗତ ଦୁଇଦିନ ହେଲା ରାଜ୍ୟରେ କାଳ ବୈଶାଖୀର ପ୍ରଭାବ ଥିବାରୁ ତାତି କମିଥିଲା । କିନ୍ତୁ ହଠାତ

Read more

୯ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା – ପାଣିପାଗ ବିଭାଗ

ରାଜ୍ୟର ୯ଟି ଜିଲ୍ଲାକୁ ବଜ୍ରପାତ ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସନ୍ଧ୍ୟା ୬ଟା ୪୫ ମିନିଟ୍ ମଧ୍ୟରେ ରାଜ୍ୟର

Read more

Advertisement

ଏବେ ଏବେ