ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ

(ଭୂବନେଶ୍ୱର)-ଗୁରୁବାର ରାଜ୍ୟ କ୍ୟାବିନେଟ୍ ର ଗୁରୁତ୍ୱପୂର୍ଣ୍ଣ ବୈଠକ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । ଏଥିରେ ୧୨ ପ୍ରସ୍ଥାବ ଉପରେ ମୋହର ବିଜିପାରେ

Read more

ଘରୋଇ ପରିଚାରିକା ମାନଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଆଜି ଘରୋଇ ପରିଚାରିକାମାନଙ୍କ ସର୍ବଭାରତୀୟ ମଞ୍ଚ ଓଡ଼ିଶା ଚାପ୍ଟର ଓ ନିର୍ମଳା ନିକେତନ, ଦିଲ୍ଲୀ ତରଫରୁ ହୋଟେଲ କେଶରୀଠାରେ ଘରୋଇ ପରିଚାରିକାମାନଙ୍କ

Read more

ହୋଟେଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟରେ ଗାନ୍ଧୀ କଥା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : : ଗାନ୍ଧୀ ଜଣେ ବ୍ୟକ୍ତି ନୁହଁନ୍ତି, ଏକ ବିଶ୍ୱବିଜୟୀ ବି·ର । ଗାନ୍ଧୀଙ୍କ ଅବର୍ତ୍ତମାନରେ ସେ ଆହୁରି ଶକ୍ତିଶାଳୀ ଓ ପ୍ରାସଙ୍ଗିକ

Read more

ହନିୱେଲ ଜିତିଲା ସିଏସ୍ଆର ଫାଉଣ୍ଡେସନ ଅଫ ଦି ଇୟର ଆୱାର୍ଡ

ହନିୱେଲ ହୋମଟାଉନ ସଲ୍ୟୁସନ ଇଣ୍ଡିଆ ଫାଉଣ୍ଡେସନ କୁ ଡାଲମିଆ ଭାରତ-ସିଏସ୍ଆର ବକ୍ସ ଷଷ୍ଠ ସିଏସ୍ଆର ଇମ୍ପାକ୍ଟ ପୁରସ୍କାର ପାଇଁ ବିଜେତା ଘୋଷଣା କରାଯାଇଛି । ଏହି ପୁରସ୍କାର

Read more

ଓଡିଶା ସ୍କାଉଟ ଗାଇଡ୍ ଦ୍ୱାରା ଶାନ୍ତିର ତ୍ତବାର୍ତ୍ତାବହ କର୍ମଶାଳା ଉଦ୍ଘାଟିତ

ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଆନୁକୂଲ୍ୟରେ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ “ଶାନ୍ତିର ବାର୍ତ୍ତାବହ” ସଂଯୋଜକ ମାନଙ୍କର ଏକ କର୍ମଶାଳା ଗତକାଲି ଠାରୁୂ ଆରମ୍ଭ ହୋଇ ୨୭

Read more

୩୦ରୁ ବିଦ୍ୟୁତ୍ କର୍ମଚାରୀମାନଙ୍କ ଆନ୍ଦୋଳନ

ଭୁବନେଶ୍ୱର, : ବିଦ୍ୟୁତ୍ ବିଭାଗରେ ସଂସ୍କାର ପାଇଁ ଆମୁଳଚୁଳ ପରିବର୍ତ୍ତନ କରାଯିବାର ୨୪ ବର୍ଷ ପୁରିଲା ହେଲେ ଏହାର କର୍ମ·ରୀମାନଙ୍କ ପାଇଁ ଗୋଟିଏ ସର୍ଭିସ ରେଗୁଲେସନ ହୋଇପାରିଲା

Read more

ଧଉଳିରେ ‘ଶିଳ୍ପୀଙ୍କ ସଙ୍ଗେ’ କାର୍ଯ୍ୟକ୍ରମ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : କଳାକୁ ଜୀବନ ଓ ଜୀବିକା କରି ଆଗକୁ ବଢିବା ପାଇଁ କେତେଜଣ ଶିଳ୍ପୀ ହିଁ ବ୍ରତ ବୋଲି ଭାବିଥାନ୍ତି । ସେହିପରି

Read more

ବୟୋଜ୍ୟେଷ୍ଠ ରାଜନେତା ଓ ସମାଜସେବୀଙ୍କୁ ରାଜ୍ୟପାଳଙ୍କ ସାକ୍ଷାତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) ପୂର୍ବତନ ମନ୍ତ୍ରୀ ତଥା ବୟୋଜ୍ୟେଷ୍ଠ ନେତା ସୁରେନ୍ଦ୍ର ନାୟକ ଅସୁସ୍ଥ ହୋଇ ଶଯ୍ୟାଶାୟୀ ଅଛନ୍ତି । ଏପାଖେ ବ୍ରହ୍ୱେଶ୍ୱର ପାଟଣାରେ ନିଜ ବାସଭବନରେ

Read more

ନବମ ସପ୍ତାହରେ ପଦାର୍ପଣ କଲା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ)ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ନବମ ସପ୍ତାହରେ ପଦାର୍ପଣ କରିଛି । ଏହି କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି

Read more

କାର୍ଲ ମାର୍କ୍ସ ହେଉଛନ୍ତି ରାଜନୈତିକ ବୁଦ୍ଧ-ଗାନ୍ଧୀ ମାନବତାର ସାଧକ

ଭୁବନେଶ୍ୱର,  (ଯୁଗାବ୍ଦ ନ୍ୟୁଜ) : ଆଜକୁ ଦେଢଶହ ବର୍ଷ ତଳେ ଭାରତରେ ଜନ୍ମ ହୋଇ ସାରା ବିଶ୍ୱକୁ ମାନବତାର ବାର୍ତ୍ତା ଦେଇଥିଲେ ଗାନ୍ଧିଜୀ । ମାର୍କ୍ସଙ୍କର ଜନ୍ମ

Read more

Advertisement

ଏବେ ଏବେ