କଟକ
ମାଟ୍ରିକ ପରୀକ୍ଷା ଫେବ୍ରୁଆରୀ ୧୯
କଟକ- ଫେବ୍ରୁଆରୀ ୧୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ ବୋଲି ବୋର୍ଡ କ।ର୍ଯ୍ୟ।ଳୟ ପକ୍ଷରୁ ଜଣାପଡିଛି । ଏଥର ମାଟ୍ରିକ ପରୀକ୍ଷା ଫେବ୍ରୁଆରି ୧୯ରୁ ଆରମ୍ଭ
Read moreପୋଲ ଉପରୁ ଛାତ୍ରୀ ନଦୀକୁ ଡେଇଁ ନିଖୋଜ
ନିଶ୍ଚିନ୍ତକୋଇଲି : ପୋଲ ଉପରୁ ଜଣେ ଛାତ୍ରୀ ନଦୀକୁ ଡେଇଁ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଛାତ୍ରୀ ଜଣଙ୍କ ପରିଚୟ ବଳ୍ଲଭ ଦେବୀ ମହିଳା ମହାବିଦ୍ୟାଳୟର ଯୁକ୍ତ
Read moreକୁନ୍ଦୁଲି ଗଣଦୁଷ୍କର୍ମ ମାମଲା : ହାଇକୋର୍ଟରେ ଚୁଡାନ୍ତ ଦାଖଲ କଲା ଏସଆଇଟି,ଟ୍ରାୟଲ ରିପୋର୍ଟ କୋର୍ଟରେ ଦାଖଲ କରିବାକୁ ନିର୍ଦେଶ
କଟକ : ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ତଦନ୍ତକାରୀ ସଂସ୍ଥା (ଏସଆଇଟି) ପୂର୍ଣ୍ଣାଙ୍ଗ ରିପୋର୍ଟ ସୋମବାର ଦାଖଲ କରିଛି । ହାଇକୋର୍ଟ ଟ୍ରାୟଲ
Read moreପୋଲିସ ଗୁଳିରେ ଡକାୟତି ଦଳର ମାଷ୍ଟର ମାଇଣ୍ଡ ଆହାତ
ବାରଙ୍ଗ: ନରାଜ ଆନିକଟ ଛକ ନିକଟରେ ମଙ୍ଗଳବାର ପୋଲିସ ଡକାୟତି ଦଳ ମଧ୍ୟରେ ଗୁଳିବିନିମୟ ହୋଇଛି ।ଗୁଳିବିନିମୟ ଫଳରେ ଦଳର ମୁଖ୍ୟ ଆହାତ ହୋଇଛି ।ମିଳିଥିବା ସୂଚନା
Read moreବାରବାଟୀ ରେ ଗୃହ ରାଷ୍ଟ୍ର ମନ୍ତ୍ରୀ
କଟକ, (ଯୁଗାବ୍ଦ ନ୍ୟୁଜ) : ନବ ବଧୁ ପରି ସଜେଇ ହେଲାଣୀ କଟକର ବାରବାଟୀ ଷ୍ଟାଡିୟମ । ଅପେକ୍ଷା ଆସନ୍ତା ୨୨ ତାରିଖକୁ । ଏହି ଦିନ
Read moreସାଲେପୁର ବଜାରରୁ ପିଆଜ ଚୋରି
ଦୋକାନ ତାଡି ପିଆଜ ନେଇଗଲେ ଚୋର । ଆପଣଙ୍କୁ ନିଶ୍ଚିତ ଭାବେ ମନରେ ସଙ୍କା ଉପୁଜିଥିବ । ହେଲେ ଏହି ଘଟଣାଟି ସଂମ୍ପୂର୍ଣ୍ଣ ସତ୍ୟ । କଟକ
Read moreବସ -ବାଇକ ଧକ୍କା, ୧୪ ଗୁରୁତର
ଆଠଗଡ: ଆଠଗଠ ଥାନା ଅନ୍ତର୍ଗତ ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୂର୍ଘଟଣାରେ ୧୪ ଜଣ ଆହାତ ହୋଇଛନ୍ତି । ସମସ୍ତ
Read moreଆର୍ଶୀବାଦଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ
କଟକ- ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇ ଜେଲ୍ ରେ ଥିବା ଓଡିଶା କ୍ରିକେଟ୍ ଆସୋସିଏସନର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରାଙ୍କୁ ଆଜି ହାଇକୋର୍ଟଦେଢ
Read moreମହିଳା ସଶକ୍ତିକରଣ ନାମରେ ବାହାବା ନେବାରେ ତତ୍ପର ରାଜ୍ୟ ସରକାର
କଟକ, (ଯୁଗାବ୍ଦ ନ୍ୟୁଜ) : ଆଜକୁ ଦୀର୍ଘ ଦୁଇବର୍ଷ ହେବ ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମ୍ପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ ତାଲିମପ୍ରାପ୍ତ ଏ.ଏନ୍.ଏମ୍ ମହିଳାମାନଙ୍କୁ ସରକାରୀ କ୍ଷେତ୍ରରେ
Read more











