ନନ୍ଦନ ବିହାର କଲୋନୀରେ ୭୦ତମ ବନ ମହୋତ୍ସବ ଉଦ୍ଯାପିତ

ଭୁବନେଶ୍ୱର : ନନ୍ଦନକାନନ ରାସ୍ତାରେ ଥିବା ନନ୍ଦନ ବିହାର କଲୋନୀଠାରେ ୭୦ବମ ବନ ମହୋତ୍ସବର ଉଦ୍ଯାପନୀ ଆନନ୍ଦର ସହ ପାଳିତ ହୋଇଯାଇଛି । ନନ୍ଦନ ବିହାର ବିକାଶ

Read more

ଗାନ୍ଧୀ ଦର୍ଶନର ପ୍ରାସଙ୍ଗିକତା ଆଜି ବି ଅଛି

ଭୁବନେଶ୍ୱର : ମହାତ୍ମା ଗାନ୍ଧୀ ଆମ ଗହଣରେ ନାହାଁନ୍ତି ସତ କିନ୍ତୁ ଗାନ୍ଧିବାଦ ଏବେବି ବଞ୍ôଚଛି । ସତ୍ୟ ଓ ଅହିଂସାର ପୂଜାରୀମାନେ ଏବେବି ତାଙ୍କର ତ୍ୟାଗ

Read more

ମା’ କ୍ଷେତ୍ରପାଳିନୀ ମନ୍ଦିରର ପ୍ରଥମ ବାର୍ଷିକ ଉତ୍ସବ

ଭୁବନେଶ୍ୱର : ଲକ୍ଷ୍ମୀସାଗରର ଗ୍ରାମଦେବତୀ ମା’ କ୍ଷେତ୍ରପାଳିନୀ ମନ୍ଦିରର ପ୍ରଥମ ବାର୍ଷିକ ଉତ୍ସବ ୮ ତାରିଖ ଦିନ ମହାସମାରୋହରେ ପାଳିତ ହୋଇଯାଇଛି । ଦେବତ୍ତୋର କମିଶନ ଓଡ଼ିଶାଙ୍କ

Read more

ଯୁଗସ୍ରଷ୍ଟା କର୍ମ•ରୀ ନେତା ପତିତପାବନ ପରିଡ଼ାଙ୍କ ଚତୁର୍ଦ୍ଦଶ ବାର୍ଷିକୀ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର, ( ଯୁଗାବ୍ଦ ନ୍ୟୁଜ୍) : କର୍ମ•ରୀ ସଂଗଠନର ନୂତନ ଯୁଗ ସୃଷ୍ଟି କରିଥିବା ମହାନ୍ ନେତା ୰ ପତିତପାବନ ପରିଡ଼ାଙ୍କ ଚତୁର୍ଦ୍ଦଶ ବାର୍ଷିକୀ ଶ୍ରାଦ୍ଧ ଓ

Read more

ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟିନିଆଲ ପକ୍ଷରୁ ବନ ମହୋତ୍ସବ ସପ୍ତାହ ଉପଲକ୍ଷେ ବୃକ୍ଷରୋପଣ

ଭୁବନେଶ୍ୱର (ଯୁଗାବ୍ଦ ନ୍ୟୁଜ୍) : ପରିବେଶକୁ ଆମେ ସୁରକ୍ଷା ଦେଲେ ପରିବେଶ ଆମକୁ ସୁରକ୍ଷା ଦେବ । କିନ୍ତୁ ମନୁଷ୍ୟ ଦ୍ୱାରା ବୃକ୍ଷ ଛେଦନ ଫଳରେ ଜଙ୍ଗଲ

Read more

କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍

ଘରୋଇ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ ଲୁଟ । ପୁଣୀ ଦିନ ଦ୍ୱିପହରରେ । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା କୁମାରଙ୍ଗ ରୋଡ ବଡଶଙ୍ଖ ଠାରେ

Read more

ଉକ୍ରଳ ବିପନ୍ନ ସହାୟତା ସମିତି ତରଫରୁ ରଥଯାତ୍ରାରେ ସେବାକାର୍ଯ୍ୟ

ଭୁବନେଶ୍ୱର, ( ଯୁଗାବ୍ଦ ନ୍ୟୁଜ) : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସଂଯୋଜନାରେ ଉକ୍ରଳ ବିପନ୍ନ ସହାୟତା ସମିତି ଦ୍ୱାରା ବିଶ୍ୱ ପ୍ରଶିଦ୍ଧ ଘୋଷଯାତ୍ରା ସମୟରେ ସମିତି ତରଫରୁ

Read more

ବିପଦ ସଙ୍କୁଳ ସ୍ଥିତିରେ ରହିଛି ବିଜୁଳି ଖୁଣ୍ଟ

ଭୁବନେଶ୍ୱର : ମେ ୩ ତାରିଖରେ ହୋଇଥିଲା ପ୍ରଳୟଙ୍କରୀ ବାତ୍ୟା ଫନି । ବାତ୍ୟାକୁ ଏ ମଧ୍ୟରେ ପୁରିଲାଣି ୨ ମାସ । ହେଲେ ସହର ଭିତରୁ

Read more

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଆଲୋଚନା ସଫଳ

ଭୁବନେଶ୍ୱର ,( ଯୁଗାବ୍ଦ ନ୍ୟୁଜ୍) : ନିଖିଳ ଓଡ଼ିଶା ଅଣ ନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ୧ ଦଫା ଦାବି ନେଇ ଦୀର୍ଘ ୫ ଦିନ ହେଲା

Read more

ଭାରତ ବିକାଶ ପରିଷଦ ବାଣୀବିହାର ଶାଖା ପକ୍ଷରୁ ବନ ମହୋତ୍ସବ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍) : ୭୦ତମ ବନ ମହୋତ୍ସବ ପାଳନ ଅବସରରେ ଜୁଲାଇ ୪ ତାରିଖ ଶ୍ରୀଗୁଣ୍ଡି• ଦିନ ପ୍ରାତଃ ୯ ଘଟିକା ସମୟରେ ଭାରତ ବିକାଶ

Read more

Advertisement

ଏବେ ଏବେ