ବାଙ୍କତିରା ଜଳସେଚନ ପ୍ରକଳ୍ପ ନିର୍ମାଣ ଅନିଶ୍ଚିତତା ଘେନି କ୍ରିୟାନୁଷ୍ଠାନ କମିଟି ବୈଠକରେ ଉଦ୍ବେଗ
ବାଲେଶ୍ୱର, ((ଯୁଗାବ୍ଦ ନ୍ୟୁ୍ଜ୍)): ବୁଧବାର ପୂର୍ବାହ୍ନରେ ବାଙ୍କତିରା ଜଳସେଚନ ପ୍ରକଳ୍ପ ନିର୍ମାଣ କ୍ରିୟାନୁଷ୍ଠାନ କମିଟିର ବୈଠକ ନିଳିଆବାଗ ଠାରେ ସଂଘର ସଭାପତି ଶ୍ରୀ ଶୁଭଙ୍କର ମହାପାତ୍ରଙ୍କ ସଭାପତିତ୍ୱରେ
Read more











