ପ୍ରଧାନ ଶିକ୍ଷକଙ୍କ ଅନିୟମିତତା ଯୋଗୁଁ ବଦଳି ଦାବୀ କଲେ କମିଟି ସଭ୍ୟ, ଅଭିଭାବକ

ବନ୍ତ,(ଯୁଗାବ୍ଦ ନୁ୍ୟଜ୍) : ବନ୍ତ ବ୍ଳକ ଧନି ଓଝା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ଅନିୟମିତତା ଓ ପରିଚାଳନାଗତ ତୃଟି ଯୋଗୁଁ ତାଙ୍କୁ ଅନ୍ୟତ୍ର

Read more

ଦୁର୍ଘଟଣାରେ ଆହତ ପୁରୋହିତଙ୍କ ପରଲୋକ

ବନ୍ତ,(ଯୁଗାବ୍ଦ ନୁ୍ୟଜ୍) : ବନ୍ତ ବ୍ଳକ ରାମପୁର ପଞ୍ଚାୟତ ବାଲୋ ଶାସନ ଗ୍ରାମର ଶଶଧର ମିଶ୍ର(୬୫)ଙ୍କର କଟକ ବଡ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ସୋମବାର ପରଲୋକ ଘଟିଛି

Read more

ଅଳିଆଗଦାରେ ସରକାରୀ ନଳକୂପ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ବନ୍ତ ବ୍ଳକ ଗଣିଜାଙ୍ଗ ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ ନିକଟରେ ଥିବା ସରକାରୀ ନଳକୂପ ଅଳିଆଗଦାରେ ଭର୍ତ୍ତି ହୋଇଛି । ଉକ୍ତ ନଳକୂପ ଉପରେ

Read more

ଅନୁଷ୍ଠାନପ୍ରେମୀ ରବି ବାବୁଙ୍କ ପରଲୋକ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ବନ୍ତ ବ୍ଳକ ଗଣିଜାଙ୍ଗ ଗ୍ରାମ ପଞ୍ଚାୟତ ବୃନ୍ଦାବନପୁର ଗ୍ରାମର ରବିନ୍ଦ୍ର ଘିଆ(୬୦)ଙ୍କର ଆଜି ପ୍ରାୟ ଭୋର ୪ଟା ବେଳେ କଟକ ବଡ ମେଡିକାଲରେ

Read more

ଜଗନ୍ନାଥ ସଂସ୍କୃତି ଜ୍ଞାନ ପରୀକ୍ଷା ଦେଲେ ୧୦୦ ଛାତ୍ରଛାତ୍ରୀ

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ରବିବାର ବନ୍ତସ୍ଥିତ ଚାରୁ ଚନ୍ଦ୍ର ଇଂଲିଶ ମିଡିୟମ ସ୍କୁଲରେ ଅନୁଷ୍ଠିତ ଶ୍ରୀ ଜଗନ୍ନାଥ ସଂସ୍କୃତି ଜ୍ଞାନ ପରୀକ୍ଷାରେ ୧୦୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା

Read more

ବଗଦା ଶାସନ ପାଣି ଘେରରେ: ଯାତାୟତ ବାଧାପ୍ରାପ୍ତ

ବନ୍ତ, (ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତର ୧ନଂ.ୱାର୍ଡ ବଗଦା-କାଶିପୁରର ବଗଦା ଶାସନ ଗ୍ରାମ ପାଣି ଘେରରେ ରହିଛି । ଉକ୍ତ ଗ୍ରାମରେ ପ୍ରାୟ

Read more

ଶିକ୍ଷକ ଅଭୟ ପ୍ରଧାନ ସମ୍ବର୍ଦ୍ଧିତ

ବନ୍ତ, (ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ ଗଣିଜାଙ୍ଗ ନେହେରୁ ନୋଡାଲ ଉଚ୍ଚ ବିଦ୍ୟାପୀଠର ଶିକ୍ଷକ ଅଭୟ କୁମାର ପ୍ରଧାନଙ୍କୁ ଗୁରୁଶ୍ରୀ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି ।

Read more

ବିଲରେ ତଳି ରୋଇଥିବା ବେଳେ ଅଘଟଣ ,ଚାଷୀଙ୍କୁ ଗିଳିଦେଲା କୁମ୍ଭୀର

ଚାନ୍ଦବାଲି : (ଯୁଗାବ୍ଦ ନ୍ୟୁଜ୍) : ଘଟଣା ଛାତି ଥରାଇଦେବା ଭଳି । ଜଣେ ଚାଷୀ ବିଲରେ କାମ କରୁଥିବା ବେଳେ ମୃତ୍ୟୁ ସହ ଲଢ଼େଇ କରିଛନ୍ତି

Read more

ନିଳୋକ ହାଇସ୍କୁଲରେ ନାପକିନ୍ ବଣ୍ଟନ କାର୍ଯ୍ୟକ୍ରମ

ବନ୍ତ,(ଯୁଗାବ୍ଦ ନୁ୍ୟଜ୍) : ଶୁକ୍ରବାର ବନ୍ତ ବ୍ଲକ ନିଳୋକ ହାଇସ୍କୁଲରେ ନାପକିନ୍ ବଣ୍ଟନ କାର୍ଯ୍ୟକ୍ରମ ଅନୁÂିତ ହୋଇଯାଇଛି । ଏଥିରେ ୱାର୍ଡ ସଭ୍ୟା ମାଳତୀ ମହାନ୍ତି ଯୋଗ

Read more

Advertisement

ଏବେ ଏବେ