ଡିକିଭାଙ୍ଗି ୨୦ହଜାର ଲୁଟି ନେଲେ ଦୁର୍ବୁତ୍ତ

ବନ୍ତ,(ଯୁଗାବ୍ଦ ନୁ୍ୟଜ୍) : ପୁଣି ଲୁଟେରାଙ୍କ ରାଜ । ଦିନ ଦ୍ୱିପହରରେ ବାଇକର ଡିକି ଭାଙ୍ଗି ଲୁଟେରା ୨୦ ହଜାର ଲୁଟି ନେବା ଘଟଣା ଅଂଚଳରେ ଚର୍ଚ୍ଚାର

Read more

ୟୁଥ୍ କ୍ଲବ ପକ୍ଷରୁ ବୃକ୍ଷରୋପଣ, ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ ସେଣ୍ଢତୀରାସ୍ଥିତ ଶ୍ରୀ ଗଣେଶ ୟୁଥ୍ କ୍ଲବ ପକ୍ଷରୁ ଦୁଇ ଦିନ ଧରି ବୃକ୍ଷରୋପଣ ଓ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

Read more

ବନ୍ତ-ବାରିକପୁର ରାସ୍ତା ପ୍ରତି ପୂର୍ତ୍ତ ବିଭାଗର ଆନ୍ତରିକତା ନାହିଁ

ବନ୍ତ, (ଯୁଗାବ୍ଦ ନ୍ୟୁଜ୍) : ବନ୍ତ ବ୍ଲକ ଅଧିନ ବନ୍ତ-ବାରିକପୁର ରାସ୍ତା ପ୍ରତି ପୂର୍ତ୍ତ ବିଭାଗର ଆନ୍ତରିକ ନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ବନ୍ତ ଠାରୁ

Read more

ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ପାଳିତ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ବନ୍ତ ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରବାର ଗୁରୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସେଣ୍ଢତୀରାସ୍ଥିତ ଜନାର୍ଦ୍ଦନ ଉଚ୍ଚ ବିଦ୍ୟାପୀଠରେ ଛାତ୍ରଛାତ୍ରୀ

Read more

ଜିଲା କଂଗ୍ରେସ କୃଷକ ମୋର୍ଚ୍ଚା ସାଧାରଣ ସଂପାଦକଙ୍କ ସ୍ମୃତିଚାରଣ ସଭା

ବନ୍ତ,(ଯୁଗାବ୍ଦ ନୁ୍ୟଜ୍) : ସୋମବାର ଭଦ୍ରକ ଜିଲା କଂଗ୍ରେସ କୃଷକ ମୋର୍ଚ୍ଚାର ସାଧାରଣ ସମ୍ପାଦକ ତଥା ବନ୍ତ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଗଭିଗଢିଆ ଗ୍ରାମର ଯଦୁନାଥ ନନ୍ଦଙ୍କ

Read more

ବନ୍ତରେ ବିଭିନ୍ନ ସ୍ଥାନରେ ଗଜାନନଙ୍କ ପୂଜାସ୍ରୋବ ପାଳିତ

ବନ୍ତ,(ଯୁଗାବ୍ଦ ନୁ୍ୟଜ୍) : ସୋମବାର ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ଗଜାନନଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ବନ୍ତ ଠାରେ ବ୍ରଦର୍ସ କ୍ଲବ ଆନୁକୂଲ୍ୟରେ ଅନୁÂିତ

Read more

ଖତିୟାନ ଚୋରି ଘଟଣାରେ ୧ ଗିରଫ

ବନ୍ତ,(ଯୁଗାବ୍ଦ ନୁ୍ୟଜ୍) : ସୋମବାର ବନ୍ତ ଥାନା ଅଧିନ ଆପଣ୍ଡା ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟରୁ ଖତିୟାନ ଚୋରି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ

Read more

ପାଣି ପଞ୍ଚାୟତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଶେଷ

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ଗତ ୨୬ ତାରିଖ ଠାରୁ ୬ ଦିନ ଧରି ବନ୍ତ ବ୍ଲକର ୨ଟି ସେକ୍ସନ ଅଧିନରେ ଥିବା ୨୦ଟି ପାଣି ପଞ୍ଚାୟତ ପାଇଁ

Read more

ପ୍ରୟାସକାନ୍ତି ସାମଲ ଭଣ୍ଡାରିପୋଖରୀ ବିଧାୟକ ପ୍ରତିନିଧି ମନୋନୀତ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଗତ ୨୫ ତାରିଖରେ ତାଙ୍କ ପୁତ୍ର ଇଂ.ପ୍ରୟାସକାନ୍ତି ସାମଲଙ୍କୁ ପ୍ରତିନିଧି ଭାବେ ମନୋନୀତ କରିଛନ୍ତି

Read more

Advertisement

ଏବେ ଏବେ