କଂଗ୍ରେସର ୧ଠ ଜଣିଆ ପ୍ରାର୍ଥୀ ତାଲିକା
ନୂଆଦିଲ୍ଲୀ : କଂଗ୍ରେସ ପକ୍ଷରୁ ରବିବାର ୧ଠଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଏଥିରେ ଆଶ୍ଚର୍ଯ୍ୟଜନକ ଭାବେ କଂଗ୍ରେସର ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କ ପୁଅ
Read moreନୂଆଦିଲ୍ଲୀ : କଂଗ୍ରେସ ପକ୍ଷରୁ ରବିବାର ୧ଠଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଏଥିରେ ଆଶ୍ଚର୍ଯ୍ୟଜନକ ଭାବେ କଂଗ୍ରେସର ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କ ପୁଅ
Read moreରାଞ୍ôଚ(ଏଜେନ୍ସି): ଝାଡ଼ଖଣ୍ଡରେ ମହାମେଣ୍ଟର ଆସନ ଭାଗବଣ୍ଟା ଚୂଡାନ୍ତ ହୋଇଛି । ଏଥିରେ କଂଗ୍ରେସ ସର୍ବାଧିକ ୭ଟି ଆସନ, ଜେଏମ୍ଏମ୍ ୪ଟି, ଜେଭିଏମ୍ ୨ଟି ଏବଂ ଆରଜେଡି ଗୋଟିଏ
Read moreଲକ୍ଷେ୍ନø(ଏଜେନ୍ସି): ୨ଠ୧୯ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି (ଏସ୍ପି) ମୁଖ୍ୟ ଅଖିଳେଶ ଯାଦବ ଏଥର ଆଜମଗଡ ଆସନରୁ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
Read more୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ନାମାଙ୍କନ ପତ୍ର ଦଖଲର ଆଜି ଥିଲା ଶେଷ ତାରିଖ, ତେଣୁ ରାଜ୍ୟ ରାଜନୀତିରେ ସରଗରମ ଦେଖାଯାଇଛି । ଆଜି
Read more୨୫,୦୩,୨୦୧୯ ରିଖ ସୋମବାର ବ୍ରହ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ରେ ସାନଖେମୁଣ୍ଡି ବିଧାନସଭା ଆସନ ପାଇଁ ଜାତୀୟ କଂଗ୍ରେସ ଦଳ ପ୍ରାର୍ଥୀ ରମେଶ ଚନ୍ଦ୍ର ଜେନା ନାମାଙ୍କନପତ୍ର ଦାଖଲ
Read moreଦଳର ନାଁ’ରୁ ‘କଂଗ୍ରେସ’କୁ ବାଦ ଦିଆ ଯାଇଛି ବୋଲି ଗଣମାଧ୍ୟମରେ ପ୍ରକାଶିତ ଖବରକୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ‘ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ’ ମିଥ୍ୟା
Read moreପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର ରବିବାର ବିଜେପିରେ ଯୋଗ ଦେଇଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି।
Read moreକଂଗ୍ରେସ ଭବନରେ ଡାକ୍ତର ଅଶ୍ୱିନୀ ପୂଜାହାରୀ କଂଗ୍ରେସ ପାର୍ଟିରେ ଯୋଗ ଦେଇଛନ୍ତି। ପିସିସି ସଭାପତିଙ୍କ ଉପସ୍ଥିତିରେ କଂଗ୍ରେସରେ ମିଶିଛନ୍ତି ପୂଜାହାରୀ । ଚାକିରିରୁ ଇସ୍ତଫା ଦେବା ପରେ
Read moreଆସନ୍ତା ୨୯ ଓ ୧ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜୟପୁର ଓ କଳାହାଣ୍ଡିରେ ନିର୍ବାଚନୀ ସଭା କରିବେ ମୋଦି ।ମୋଦି ମାର୍ଚ୍ଚ ୨୯ରେ
Read moreନବୀନଙ୍କ ଆଜି ଘୋଷଣା ହେବ ଦ୍ୱିତୀୟ ପର୍ଯ୍ୟାୟ ଟିକେଟ ତାଲିକା । ନେତାଙ୍କର ବଢୁଛି ହାର୍ଟବିଟ । କାହା ଟିକେଟ କଟିବ ଓ କାହାର ଟିକେଟ ରହିବ,
Read more