ଅପ୍ରେଲ୍ ୭ରେ ଅସ୍ଥାୟୀ ବର୍ଗର କର୍ମ·ରୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା ଚକ୍ର

ଭୁବନେଶ୍ୱର : ସାମ୍ମୁଖ୍ୟ ତରଫରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ରାଜ୍ୟରେ କାର୍ଯ୍ୟରତ ଆଉଟ୍ ସୋର୍ସିଂ, ଠିକା, ଏନ୍ଏମ୍ଆର, ୱାର୍କ·ର୍ଜ, ଡ଼ିଏଲ୍ଆର ଓ ଏଚଆର କର୍ମ·ରୀମାନଙ୍କର ଏକ

Read more

ବେସରକାରୀ ଆଇଟିଆଇ ସଂଘ ଦ୍ୱାରା କର୍ମଶାଳା ଓଡିଆ ଯୁବପୀଢି ଏବେ ପରିବର୍ତନ ମୁହାଁ- ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଓଡିଶା ଏକ ଜ୍ଞାନଭିତିକ ରାଜ୍ୟ । ଆଇଟିଆଇ ନୂଆ ଉଦ୍ୟୋଗୀଙ୍କୁ ତିଆରି କରିବାରେ ସଫଳ ହୋଇଛିା ଆଇଟିଆଇ ଏବଂ ଦକ୍ଷତା ଶିକ୍ଷା ଗରିବ ପିଲାମାନଙ୍କ

Read more

ବରିଷ୍ଠ ନାଟ୍ୟକାର ନିର୍ଦେଶକ ପ୍ରଫେସର କାର୍ତ୍ତିକ ଚନ୍ଦ୍ର ରଥଙ୍କ ପରଲୋକ

ବରିଷ୍ଠ ନାଟ୍ୟକାର ତଥା ନିର୍ଦେଶକ କାର୍ତ୍ତିକ ଚନ୍ଦ୍ର ରଥଙ୍କ ୬୯ ବର୍ଷରେ ପରଲୋକ ହୋଇଯାଇଛି । ସେ ଜୀବନରେ ୧୦୦ ରୁ ଉଦ୍ଧ୍ୱର୍ ନାଟକ ରଚନା କରିଥିଲେ

Read more

ଅନୁଗୋଳକୁ ୨୬ ଛୁଇଁଲା : ବିକାଶ ଆହୁରି ଅନେକ ବାଟ

ଅନୁଗୋଳ (ଜୁଗାବ୍ଦ ନ୍ୟୁଜ୍‍): ରାତି ପାହିଲେ ଅନୁଗୋଳକୁ ୨୫ ପୁରି ୨୬ ଛୁଇଁବ । ଜିଲ୍ଳାର ଜନ୍ମଦିନକୁ ନେଇ କେତେଆଡ଼େ କେତେ ଉତ୍ସବ ପାଳନକରାଯିବ । କିନ୍ତୁ

Read more

ଅନୁଗୋଳ ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ

  ଅନୁଗୋଳ, : ଆଜି ଅନୁଗୁଳ ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ଯାହାକୁ ନିର୍ବାଚନ ଅଧିକାରୀ ଭାବେ ଶ୍ରୀ ଭୁପେଶ ଚନ୍ଦ୍ର ପ୍ରଧାନ ପରିଚାଳନା କରିଥିଲେ।ଭୋଟଗ୍ରହଣ

Read more

ନିର୍ବାଚନରେ ବିଧି ଉଲଘଂନ କଲେ କାର୍ଯ୍ୟାନୁଷ୍ଠାନ

ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ନିର୍ବାଚନ ବିଧି ଉଲଘଂନ କଲେ କଡାକଡି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଅଧିକାରୀ ମାନଙ୍କୁ ନିର୍ଦେଶ ଦିଆଯାଇଛି ।ରାଜନୈତିକ ଦଳ ଗୁଡିକ ପ୍ରଶାସନିକ

Read more

ଓଡିଶା ଆସିବେ ଭେଙ୍କୟାନାଇଡୁ

ଆସନ୍ତା ଏପ୍ରିଲ ୧ ତାରିଖରେ ଓଡିଶା ଗ୍ରସ୍ତରେ ଉପରାଷ୍ଟ୍ରପତି ଭେଙ୍କୟାନାଇଡୁ ଆସିବାର କାର୍ଯ୍ୟକ୍ରମ ରହିଛି । ଓଡିଶା ଗ୍ରସ୍ତରେ ଆସି ରାଜଧାନୀ ଭୂବନେଶ୍ୱର ସହରରେ ଅବସ୍ଥିତ ୨

Read more

ଦୁଇଟି ନିର୍ବାଚନ ମଣ୍ଡଳୀ ରୁ ଲଢିବେ ନିରଞ୍ଜନ

ସଭାପତି ନିରଞ୍ଜନ ପଟ୍ଟନାୟକ ଦୁଇଟି ନିର୍ବାଚନ ମଣ୍ଡଳୀରୁ ଏଥର ନିର୍ବାଚନ ଲଢ଼ିବେ । ୨୦୧୯ ସାଧାରଣ ନିର୍ବାଚନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ପୁରୁଣା ନିର୍ବାଚନ

Read more

ପଦ ଛାଡିଲେ ରଘୁନାଥ ମହାନ୍ତି

ରାଜ୍ୟ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ରଘୁନାଥ ମହାନ୍ତିଙ୍କ ଇସ୍ତଫା । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା

Read more

Advertisement

ଏବେ ଏବେ