ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀରେ ଭୋଟର ଭୋଟ ଦେବେ କାହାକୁ?

ପାରାଦ୍ୱୀପ – ଆସନ୍ତା ସଧାରଣ ନିର୍ବାଚନ ପାଇଁ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀର ଭୋଟରମାନେ ଭୋଟ ଦେବେ କାହାକୁ ଏବେ ବଡ ଚର୍ଚ୍ଚାର ବିଷୟ ପାଲଟିଛି । ଖବରରୁ

Read more

ହାଇକୋର୍ଟ ବାର୍ ଆେସାସିଏସନ୍ ପାଇଁ ନିର୍ବାଚନ

ହାଇକୋର୍ଟ ବାର୍ ଆ‌େସାସିଏସନ୍ ପକ୍ଷରୁ ୱାନ୍ ବାର୍ ୱାନ୍ ଭୋଟ ନିୟମ ଆଧାରରେ ମାର୍ଚ୍ଚ ୩୦ରେ କର୍ମକର୍ତ୍ତା ନିର୍ବାଚନ କରାଯିବ। ଏଥି ପାଇଁ ଆସୋସିଏସନ୍ ପକ୍ଷରୁ ବିଜ୍ଞପ୍ତି

Read more

୨୧ ଯାଏ ବର୍ଷା ସମ୍ଭାବନା !

ଆଜିଠୁ ୨୧ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

Read more

କମ୍ୟୁନିଷ୍ଟ ପାର୍ଟି ସରକାର ଉପରେ ବର୍ଷିଲେ

ବ୍ରହ୍ମପୁର ( ଯୁଗାବ୍ଦ ନ୍ୟୁଜ) : ଦେଶ ଓ ରାଜ୍ୟର ଆର୍ଥିକ ସାମାଜିକ ଓ ରାଜନୈତିକ ସ୍ଥ୍ିତି ଭୁଷୁଡି ପଡିଛି । ଜନସାଧାରଣଙ୍କୁ ସୁନେଲି ସ୍ୱପ୍ନ ଦେଖାଇ

Read more

ବିଜେପି ରେ ମିଶିଲେ ବଳଭଦ୍ର ମାଝି

  ବିଜେଡିରୁ ଇସ୍ତଫା ଦେଇଥିବା ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ବିଜେପିରେ ଯୋଗ ଦେଇଛନ୍ତି। ଆଜି ନୂଆଦିଲ୍ଲୀରେ ବିଧିବଦ୍ଧ ଭାବେ ସେ ବିଜେପିରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀରେ

Read more

ହିଞ୍ଜିଳିରେ ନିର୍ବାଚନ ଆଚରଣ ବିଧିର ଖୋଲା ଉଲଂଘନ : ତହସିଲଦାରଙ୍କ ଦୃଷ୍ଟି ଆକର୍ଶଣ ପରେ ହଟିଲା ହୋଡ଼ିଂ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଗତ ରବିବାର ଅପରାହ୍ନ ଠାରୁ ନିର୍ବାଚନ ଆଚରଣ ବିଧି ଲାଗୁ କରିଥିଲେ

Read more

ଇଲୋକ୍ଟ୍ରୋନିକସ ବିଭାଗ ପକ୍ଷରୁ ପାଠଚକ୍ର

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ସ୍ୱଂୟ।।ସିତ ବିଞାନ ମହାବିଦ୍ୟାଳୟ ଶୁକ୍ରବାର ପୂର୍ବାହ୍ନରେ ମହାବିଦ୍ୟାଳୟ ରାମଚନ୍ଦ୍ର ମର୍ଦ୍ଧରାଜ ଦେଓ ଶତାଦ୍ଧୀ ଭବନ ଗୃହ ପରିସରରେ ଇଲୋକ୍ଟ୍ରୋନିକସ ବିଭାଗ ପକ୍ଷରୁ

Read more

Advertisement

ଏବେ ଏବେ