ଦୁର୍ଘଟଣାରେ ଆହତଙ୍କୁ ଚିକିତ୍ସା ସୁବିଧା ଯୋଗାଇଲେ ବିଧାୟକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଆଜି ବିଧାୟକ ରୁପେଶ ପାଣିଗ୍ରାହୀ ଏକ ଉଦଘାଟନୀ ଉତ୍ସବରେ ଯୋଗଦେବା ପାଇଁ କାଶୀନଗର ବ୍ଲକ ଅନ୍ତର୍ଗତ ଖାଣ୍ଡବା ଗ୍ରାମ କୁ ଗ୍ରସ୍ତ ସମୟ ରେ ସୀତାପୂର୍ ପଞ୍ଚାୟତ ଅନ୍ତର୍ଗତ ସିଙ୍ଗିପୁର ଗ୍ରାମ ନିକଟ ରେ ଏକ ମୋଟର ସାଇକେଲ ଯୋଗେ ଆସୁଥିବା ବେଳେ ସାମ୍ନା ରୁ ଆସୁଥିବା ଏକ କାର କୁ ଧକା ହୋଇ ଗୁରୁତ୍ଵ ଭାବେ ମୋଟର ସାଇକେଲ ଚାଳକ ଓ ତାଙ୍କ ପୁଅ ଆହତ ହେବା ଦେଖି , ନିଜ ଗାଡ଼ି ରୁ ଉଲ୍ଲାଇ ଘଟଣା ସ୍ଥଳିରେ ପହଞ୍ଚି ତାଙ୍କ ପ୍ରାଥମିକ ଚିକିତ୍ସା କରି ସେମାନଙ୍କୁ ନିଜେ ବିଧାୟକ ଥଣ୍ଡା ପାଣି ପକାଇ ସଫା କରି ଆମ୍ବୁଲାନ୍ସ ଯୋଗେ ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିଲେ । ଏହି ସମୟ ରେ ସ୍ଥାନୀୟ ସରପଞ୍ଚ ତେଜେଶ୍ୱର୍ ରାଓ ଉପସ୍ଥିତ ରହି 108 କୁ ଫୋନ୍ କରିବା ସହ ଆହତ ହୋଇଥିବା ଲୋକ ମାନଙ୍କୁ ସହଯୋଗ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ