ବିଧାୟକଙ୍କ ଜନ୍ମଦିନ ପାଳନ

ହାଟଡିହି(ଓ୍ବାଇଏନଏସ): ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀଙ୍କ ୫୩ ତମ ଜନ୍ମଦିନକୁ କର୍ମୀମାନେ ନିରାଡମ୍ବର ସହକାରେ ପାଳନ କରାଯାଇଛି। ହାଟଡିହି ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ଜିଲ୍ଲା ବିଜେଡି ଛାତ୍ର ସଭାପତି ଅମରେନ୍ଦ୍ର ଧଳ, ବିମଳ କିଶୋର ଜେନା , ଗୌରାଙ୍ଗ ରଣା, କୈଳାଶ ରାଉତ, ଦୀପ୍ତି ରଞ୍ଜନ ଦାସ, ଜଗବନ୍ଧୁ କାଣ୍ଡି, ଧୁଶାସନ ସାହୁ, କାମପାଳ ନାୟକ, ସତ୍ୟ ନାରାୟଣ ସାହୁ, କୁଳମଣି ରାଉତ, ନବଘନ ପଢ଼ିଆରୀ, ଶ୍ରୀକାନ୍ତ ନାୟକ, ଉଦୟ ସା, ପ୍ରତାପ କୁମାର ଦାସ, ବାବନ ସେଠୀ, ଗୋପାଳ ନାୟକ, ସଂକର୍ଷଣ ନାୟକ, ଗୋପାଳ ସେଠୀ, ଙ୍କ ସମେତ ଶତାଧିକ କର୍ମୀ କେକ କାଟି ଜନ୍ମଦିନ ପାଳନ କରିବା ସହିତ ବିଧାୟକଙ୍କୁ ପୁଷ୍ପଗୁଛ ଦେଇ ଶୁଭେଚ୍ଛା ଜଣାଇ ତାଙ୍କର ଦୀର୍ଘ ସୁସ୍ଥ ନିରାମୟ ଜୀବନ କାମନା କରିଥିଲେ। ଏହି ଅବସରରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରାଯାଇ ଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ