ଅଣସଂକ୍ରମକ ରୋଗ ନିରାକରଣ ପ୍ରଶିକ୍ଷଣ ଶିବିର ଉଦଯାପିତ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ):ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ସଭାକକ୍ଷ ପରିସରରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ତିନିଦିନିଆ ଅଣସଂକ୍ରମକ ରୋଗ ନିରାକରଣ ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର ଗୁରୁବାର ଉଦଯାପିତ ହୋଇଯାଇଛି।‌

Read more

Advertisement

ଏବେ ଏବେ