ଆଇ :ଆର:ଇ କମ୍ପାନୀର ବିଚିତ୍ର ନୀତି! କାରଖାନା ଗଞ୍ଜାମରେ,ନିଯୁକ୍ତି ଓ ପରୀକ୍ଷା ଅନ୍ୟ ଜିଲ୍ଲାରେ କାହିଁକି?
ବ୍ରହ୍ମପୁର, (ଅନିଲ କୁମାର):ନିକଟରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଠାରେ ଅବସ୍ଥିତ ବିରଳ ମୁର୍ତ୍ତିକା କରଖାନା(IRE)ରେ ନିଯୁକ୍ତି ପାଇଁ ଆବେଦନ ପତ୍ର କମ୍ପାନୀ ତରଫରୁ ଗ୍ରହଣ କାରାଯାଇଥିଲା l
Read more


