ଇନ୍ଦାଳୋ ଗ୍ରାମପଞ୍ଚାୟତରେ ଡାକମେଳା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଇନ୍ଦାଳୋ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ କେନ୍ଦ୍ରାପଡା ଦକ୍ଷିଣ ଡାକ ସବଡିଭିଜନ ସ୍ତରୀୟ ମାସିକ ଡାକମେଳା ଅନୁଷ୍ଠିତ ହୋଇଯାଇଛି ।

Read more

Advertisement

ଏବେ ଏବେ