ଏନକାଉଣ୍ଟର: ୪ ମାଓବାଦୀ ନିହତ

ରାୟପୁର: ଛତିଶଗଡ଼ରେ ଶନିବାର ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ୪ ଜଣ ମାଓବାଦୀ ନିହତ ହୋଇଥିବାବେଳେ ଜଣେ ପୁଲିସ ଏସଆଇ ଶହୀଦ ହୋଇଛନ୍ତି।

Read more

Advertisement

ଏବେ ଏବେ