ଓଡିଶାବାସୀଙ୍କୁ ଆନ୍ଧ୍ର ପ୍ରଶାସନ ଅଧିକାରୀ ଭୋଟ ଦେବାପାଇଁ ପ୍ରବର୍ତ୍ତାଉଥିବା ବେଳେ ବିଜେପି ଟିମ୍ର ପ୍ରଶ୍ନବାଣରେ ଛତ୍ରଭଙ୍ଗ ଦେଲେ ଆନ୍ଧ୍ର ଅଧିକାରୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଓଡିଶାର ଗଜପତି ଜିଲ୍ଲା ଗଙ୍ଗାବାଡ ପଞ୍ଚାୟତରେ ଆନ୍ଧ୍ର ଜବରଦସ୍ତ ଅନାଧିକାର ପ୍ରବେଶ କରି ପଞ୍ଚାୟତ ନିର୍ବାଚନ କରିବା ପାଇଁ ଷଡଯନ୍ତ୍ର
Read more


