କରୋନା ଲକ୍ଷଣ ଦେଖାଦେବାରୁ ଡାକ୍ତରଖାନାରେ ଭର୍ତ୍ତିହେଲେ ସମ୍ବିତ ପାତ୍ର

ନୂଆଦିଲ୍ଲୀ: ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଛି । ଯେଉଁଥି ପାଇଁ ସେ ଗୁରୁଗାଓଁସ୍ଥିତ ଏକ ବେସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

Read more

Advertisement

ଏବେ ଏବେ