ବନ୍ତ ବ୍ଲକରେ ସର୍ବାଧିକ ନମ୍ବର ରଖିଲେ ୯ ଛାତ୍ରଛାତ୍ରୀ, କଳ୍ପଲତା ୧ମ, ଜ୍ୟୋତିପ୍ରଜ୍ଞା ୨ୟ, ମନ୍ଦୀପ ୩ୟ ସ୍ଥାନ

ବନ୍ତ ,(ଚାନ୍ଦିନୀ ମହାନ୍ତି) : ଚଳିତ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ବନ୍ତ ବ୍ଲକରେ ୯ ଜଣ ଛାତ୍ରଛାତ୍ରୀ ସର୍ବାଧିକ ନମ୍ବର ରଖି ଉର୍ତ୍ତୀର୍ଣ୍ଣ ହୋଇଥିବା ଜଣାଯାଇଛି ।

Read more

Advertisement

ଏବେ ଏବେ