କେନ୍ଦ୍ରାପଡାରେ ଗୋପବନ୍ଧୁ ଡିଜିଟାଲ ପାଠାଗାର ଲୋକାର୍ପଣ କେନ୍ଦ୍ରାପଡା ଇତିହାସରେ ଏକ ନୂଆଫର୍ଦ୍ଦ ଯୋଡି ହେଲା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୪ତମ ଜୟନ୍ତୀ ପାଳନ ଅବସରରେ କେନ୍ଦ୍ରାପଡା ତହସିଲ କାର୍ଯ୍ୟାଳୟ ନିକଟରେ ଗୋପବନ୍ଧୁ ପାଠାଗାର ଲୋକାର୍ପିତ ହୋଇଛି
Read more


