ଶ୍ରୀ ବଳଦେବ ଜୀୟୁଙ୍କ ମନ୍ଦିରରେ ମୋବାଇଲ ଫୋନ,କ୍ୟାମେରା ନିଷେଧ ପାଇଁ ଉପଜିଲ୍ଲାପାଳଙ୍କ ପ୍ରତିଶୃତି
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀୟୁଙ୍କ ମନ୍ଦିର ପରିସରରେ ମୋବାଇଲ ଫୋନ ଓ କ୍ୟାମେରା ବ୍ୟବହାରକୁ ନିଷେଧ କରାଯିବା ସହିତ ବ୍ୟବହାରକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ
Read more


